କନକ ବ୍ୟୁରୋ: ରାଜ୍ୟର ପ୍ରମୁଖ ପର୍ବ ଦୁର୍ଗାପୂଜାକୁ ପାଳନ କରିବା ପାଇଁ ପ୍ରସ୍ତୁତ ହେଉଛି ଓଡିଶା । ଏହି ଅବସରରେ ରାଜ୍ୟର ଅନ୍ୟତମ ଅଗ୍ରଣୀ ସିଲଭର ଚେନ୍ ଚାନ୍ଦିଭଣଅଡାର ପରମ୍ପରା, ସୁନ୍ଦରତା ଏବଂ ସୂକ୍ଷ୍ମ କାରିଗରୀର ସ୍ୱାଦକୁ ପରିପ୍ରକାଶ କରୁଥିବା କଲେକ୍ସନଗୁଡିକ ସହ ପୂଜା ସେଲିବ୍ରେସନରେ ସାମିଲ ହୋଇଛି । ଏଭଳି ସ୍ବତନ୍ତ୍ର ମୁହୂର୍ତ୍ତଗୁଡିକର ଆନନ୍ଦକୁ ବଢାଇବା ପାଇଁ ଚାନ୍ଦି ଭଣ୍ଡାର ରୂପାର ଉପଯୁକ୍ତ ସ୍ପର୍ଶ ପ୍ରଦାନ କରିଥାଏ ।
ଷ୍ଟୋର ପକ୍ଷରୁ ପ୍ରସ୍ତୁତ ଆର୍ୟ୍ୟ କଲେକ୍ସନରେ ଅକ୍ସିଡାଇଜଡ୍ ଗହଣାର ବ୍ୟାପକ ରେଞ୍ଜ ରହିଛି । ୯୨.୫ ପ୍ରତିଶତ ଷ୍ଟର୍ଲିଂ ସିଲଭରରେ ଅତି ସୂକ୍ଷ୍ମ ଭାବେ ପ୍ରସ୍ତୁତ ଏହି ଗହଣାରେ ଅତ୍ୟନ୍ତ ଚମକଦାର କଲର ଷ୍ଟୋନ୍ ବ୍ୟବହାର ହେଇଛି । ଉଭୟ ଉତ୍ସବ ଏବଂ ନିତିଦିନିଆ ବ୍ୟବହାର ପାଇଁ ଏହି ଗହଣାଗୁଡିକ ଉପଯୁକ୍ତ । ଏହି କାଳଜୟୀ ଗହଣା ପିସଗୁଡିକ ଯେ କୌଣସି ପୂଜା ସେଲିବ୍ରଶନରେ ଲାବଣ୍ୟ ଏଭଂ ଆଧୁନିକତା ଯୋଡିବ ।
ପୁରୁଷଙ୍କ ପାଇଁ ଚାନ୍ଦି ଭଣ୍ଡାର ଆଣିଛି ଆମୋଘ କଲେକ୍ସନ । ଜିରକନ୍ ଷ୍ଟୋନ୍ ସହିତ ୯୨.୫ ପ୍ରତିଶତ ଷ୍ଟର୍ଲିଂ ସିଲଭରରେ ଅତି ଯତ୍ନର ସହ ପ୍ରସ୍ତୁତ ଏହି ଗହଣା ଷ୍ଟାଇଲିସ୍ ଲୁକ୍ ପ୍ରଦାନ କରୁଛି । ଦୁର୍ଗାପୂଜା ସେଲିବ୍ରେସନରେ ଏ କଲେକ୍ସନ ଉପଯୁକ୍ତ ବିକଳ୍ପ ହେବ । ଏହାସହିତ ନିତିଦିନିଆ ବ୍ୟବହାର ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ । ପରମ୍ପରା ଏବଂ ଆଧୁନିକତାର ମିଶ୍ରଣ ହେଉଛି ଏହି କଲେକ୍ସନ । ଏହି ପୂଜା ଋତୁ ସେଲିବ୍ରେସନ ପାଇଁ ଚାନ୍ଦି ଭଣ୍ଡାର ଆଣିଛି ସ୍ୱତନ୍ତ୍ର ଅଫର୍ । ଗ୍ରାହକ ସେପ୍ଟେମ୍ବର ୨୬ରୁ ଅକ୍ଟୋବର ୧୨ ତାରିଖ ପର୍ୟ୍ୟନ୍ତ ଗଢା ମଜୁରୀରେ ଫ୍ଲାଟ୍ ୩୦ ପ୍ରତିଶତ ରିହାତି ପାଇବେ । ଏଥିସହିତ ଆକର୍ଷଣୀୟ ମୂଲ୍ୟରେ ନିଜ ମନ ପସନ୍ଦର ରୁପା ଗହଣା କିଣିବାର ସୁଯୋଗ ପାଇବେ ଗ୍ରାହକ ।