କନକ ବ୍ୟୁରୋ : ସେଲିବ୍ରିଟି ହେୟାର ଷ୍ଟାଇଲିଷ୍ଟ ସଂଜୀବଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପତ୍ନୀ ସ୍ୟାଗୀ। ହେୟାର ଷ୍ଟୁଡିଓ ମାଲିକ ସଂଜୀବ ବାରିକଙ୍କ ନାଁରେ ଥାନାରେ ରୁଜୁ ହେଲା ମାମଲା। ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା ସହ ମାଡ଼ ମାରୁଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି ପତ୍ନୀ। ସ୍ୱାମୀଙ୍କ ପରକୀୟା ପ୍ରୀତି ଧରା ପଡ଼ିବା ପରେ ସଂଜୀବ ତାଙ୍କ ପତ୍ନୀଙ୍କୁ ମାଡ଼ ମାରୁଥିବାର ଅଭିଯୋଗ କରିଛନ୍ତି ସଂଜୀବଙ୍କ ପତ୍ନୀ ସ୍ୟାଗୀ। ତେବେ ଏନେଇ ସଂଜୀବଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ସଂଜୀବଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ; ପତ୍ନୀଙ୍କୁ ଦେଉଥିଲେ ମାନସିକ ଓ ଶାରୀରିକ ନିର୍ଯ୍ୟାତନା
ହେୟାର ଷ୍ଟୁଡିଓ ମାଲିକ ସଂଜୀବ ବାରିକଙ୍କ ନାଁରେ ଥାନାରେ ରୁଜୁ ହେଲା ମାମଲା। ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା ସହ ମାଡ଼ ମାରୁଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି ପତ୍ନୀ।
/kanak/media/media_files/wCI1u4DhqCJvwAKjn36k.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)