କନକବ୍ୟୁରୋ : କ୍ୟାଲସିୟମ ଓ ଭିଟାମିନ ଡିଥ୍ରୀ ଏହା ଏମିତି କିଛି ଔଷଧ ଯାହା ବହୁଳ ଭାବେ ବ୍ୟବହାର ହୁଏ । କିନ୍ତୁ ଏହା ଏବେ ଗୁଣବତ୍ତା ପରୀକ୍ଷାରେ ଫେଲ ହେବା ପରେ ଏହାର ମାନକୁ ନେଇ ପ୍ରଶ୍ନ ଉଠିଛି । ଡ୍ରଗ୍ସ କଣ୍ଟ୍ରୋଲର ଅଫ ଇଣ୍ଡିଆ ପକ୍ଷରୁ ମାସିକ ଭାବେ କରାଯାଉଥିବା ମାନ ପରୀକ୍ଷାରେ ଏହା ବିଫଳ ହୋଇଛି । ୩ହଜାର ଔଷଧର ପରୀକ୍ଷଣ କରାଯାଇଥିବା ବେଳେ ନିର୍ଦ୍ଦିଷ୍ଟ ବ୍ୟାଚର କିଛି ଔଷଧ ଗୁଣାତ୍ମକ ପରୀକ୍ଷଣରେ ବିଫଳ ହୋଇଛି । ଡିସିଜିଆଇଙ୍କ ସୂଚନା ଅନୁଯାୟୀ ପରୀକ୍ଷା କରାଯାଇଥିବା ଔଷଧରୁ ମାତ୍ର ୧ପ୍ରତିଶତ ଔଷଧ ମାନ ପରୀକ୍ଷଣରେ ବିଫଳ ହୋଇଛି ।
ସିଡିଏସକୋର ମାସିକ ପରୀକ୍ଷାରେ ଆସିଲା ରିପୋର୍ଟ : ଗୁଣବର୍ତ୍ତା ପରୀକ୍ଷାରେ ବିଫଳ କ୍ୟାଲସିୟମ ଓ ଭିଟାମିନ ଡିଥ୍ରୀ
କ୍ୟାଲସିୟମ ଓ ଭିଟାମିନ ଡିଥ୍ରୀ ଏହା ଏମିତି କିଛି ଔଷଧ ଯାହା ବହୁଳ ଭାବେ ବ୍ୟବହାର ହୁଏ । କିନ୍ତୁ ଏହା ଏବେ ଗୁଣବତ୍ତା ପରୀକ୍ଷାରେ ଫେଲ ହେବା ପରେ ଏହାର ମାନକୁ ନେଇ ପ୍ରଶ୍ନ ଉଠିଛି ।