କନକ ବ୍ୟୁରୋ :  ଭବିଷ୍ୟତର ଜୈବିକ ବିପଦ ପ୍ରତି ସତର୍କ ରହି ଏହାର ମୁକାବିଲା ପାଇଁ ସିଡିଏସ୍ ଅନୀଲ ଚୌହ୍ବାନ ଆହ୍ବାନ ଦେଇଛନ୍ତି । ପରମାଣୁ ଅସ୍ତ୍ରରୁ ଜୈବିକ ବିପଦ ଏବଂ ରେଡିଓଲୋଜିକାଲ ପ୍ରଦୂଷଣ ବିରୋଧରେ ପ୍ରସ୍ତୁତି ପାଇଁ ଆହ୍ୱାନ ଦେଇଛନ୍ତି ସିଡିଏସ୍ ଜେନେରାଲ ଚୌହ୍ବାନ ।  ସାମରିକ ନର୍ସିଂ ସେବାର ଶହେତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ  ଭାଷଣ ଦେଇଥିଲେ । ରାଷ୍ଟ୍ରପତି ନିଃସ୍ବାର୍ଥ ସେବା ପାଇଁ ସେ ସାମରିକ ନର୍ସିଂ ସେବାର ପ୍ରଶଂସା କରିଥିଲେ।  ସଶସ୍ତ୍ର ବାହିନୀର ମିଳିତ କାର୍ଯ୍ୟକ୍ରମ  ଉପରେ ସେ ଗୁରୁତ୍ବ ଦେଇଥିଲେ। 

Advertisment

ସିଡିଏସଙ୍କ ଆହ୍ବାନ

  • ଜୈବିକ ବିପଦ ପ୍ରତି ସତର୍କ ରୁହ
  • ସିଡିଏସ ଜେନେରାଲ ଅନୀଲ ଚୌହ୍ବାନଙ୍କ ଆହ୍ବାନ
  • ମୁକାବିଲା ପାଇଁ ସିଡିଏସଙ୍କ ଆହ୍ବାନ
  • ପରମାଣୁ ଅସ୍ତ୍ରରୁ ଜୈବିକ ବିପଦ ଓ ରେଡିଓଲୋଜିକାଲ ପ୍ରଦୂଷଣ
  • ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ  ଆହ୍ବାନ 
  • ସଶସ୍ତ୍ର ବାହିନୀର ମିଳିତ କାର୍ୟ୍ୟକ୍ରମ ଉପରେ ଗୁରୁତ୍ବ