ପ୍ରକାଶ ପାଇଲା ସିବିଏସ୍‌ଇ ପରୀକ୍ଷା ଫଳ, ପାସ୍‌ହାର ୮୮.୩୯ ପ୍ରତିଶତ

Advertisment

ପ୍ରକାଶ ପାଇଲା ସିବିଏସ୍‌ଇ ପରୀକ୍ଷା ଫଳ । ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ପାସ୍‌ହାର ୮୮.୩୯ ପ୍ରତିଶତ ରହିଛି । ପୂର୍ବ ବର୍ଷ ଅପେକ୍ଷା ଏଥର ପାସ୍‌ହାର ବୃଦ୍ଧି ପାଇଛି । ୨୦୨୪ରେ ପାସ୍‌ହାର ୮୭.୯୮ ପ୍ରତିଶତ ରହିଥିଲା ।

ପ୍ରକାଶ ପାଇଲା ସିବିଏସ୍‌ଇ ପରୀକ୍ଷା ଫଳ । ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ପାସ୍‌ହାର ୮୮.୩୯ ପ୍ରତିଶତ ରହିଛି । ପୂର୍ବ ବର୍ଷ ଅପେକ୍ଷା ଏଥର ପାସ୍‌ହାର ବୃଦ୍ଧି ପାଇଛି । ୨୦୨୪ରେ ପାସ୍‌ହାର ୮୭.୯୮ ପ୍ରତିଶତ ରହିଥିଲା ।

49-CBSE Result

କନକ ବ୍ୟୁରୋ: ପ୍ରକାଶ ପାଇଲା ସିବିଏସ୍‌ଇ ପରୀକ୍ଷା ଫଳ । ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ପାସ୍‌ହାର ୮୮.୩୯ ପ୍ରତିଶତ ରହିଛି । ପୂର୍ବ ବର୍ଷ ଅପେକ୍ଷା ଏଥର ପାସ୍‌ହାର ବୃଦ୍ଧି ପାଇଛି । ୨୦୨୪ରେ ପାସ୍‌ହାର ୮୭.୯୮ ପ୍ରତିଶତ ରହିଥିଲା । ଛାତ୍ରଛାତ୍ରୀ cbse.gov.in କିମ୍ବା results.cbse.nic.in  ଭିଜିଟ୍‌ କରି ରେଜଲ୍ଟ ଦେଖିପାରିବେ । ଭୁବନେଶ୍ୱରରେ ସିବିଏସ୍‌ସି ଦ୍ୱାଦଶ ପାସ୍‌ହାର ୮୩.୬୭ ପ୍ରତିଶତ ରହିଛି । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ହାର ଅଧିକ ରହିଛି । ଏଥର ୧୭ ଲକ୍ଷ ୧୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଆଉ କିଛି ସମୟ ପରେ ସିବିଏସ୍‌ସିର ଦଶମ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇପାରେ । ଫେବ୍ରୁଆରି ୧୫ ତାରିଖରୁ ଏପ୍ରିଲ ୪ ତାରିଖ ଯାଏଁ ପରୀକ୍ଷା ଚାଲିଥିଲା । ମାର୍ଚ୍ଚ ୧୮ ତାରିଖରେ ଦଶମ ଶ୍ରେଣୀ ପରୀକ୍ଷା ଶେଷ ହୋଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe