ଆସିଲା ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ତାରିଖ :୧୫ ଫେବୃୟାରୀରୁ ଆରମ୍ଭ ହେବ ପରୀକ୍ଷା

Advertisment

ସିବିଏସଇ ପକ୍ଷରୁ ଦଶମ ଓ ଦ୍ବାଦଶ ପରୀକ୍ଷା ନେଇ ତାରିଖ ଘୋଷଣା। ଫେବ୍ରୁଆରୀ ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୮ରେ ସରିବ ଦଶମ ପରୀକ୍ଷା। ସେହିପରି ଫେବ୍ରୁଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୪ରେ ସରିବ ଦ୍ଵାଦଶ ପରୀକ୍ଷା। ସିବିଏସ୍ଇ ଏହାର ଆଧିକାରୀକ ୱେବସାଇଟରେ ପରୀକ୍ଷା ସୂଚୀ ପ୍ରକାଶ କରିଛି। ବିଦ୍ୟାଳୟ ଗୁଡ଼ିକୁ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ତାଲିକା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡରେ ଦାଖଲ କରିବାକୁ କୁହାଯାଇଛି।

cbse

କନକବ୍ୟୁରୋ : ସିବିଏସଇ ପକ୍ଷରୁ ଦଶମ ଓ ଦ୍ବାଦଶ ପରୀକ୍ଷା ନେଇ ତାରିଖ ଘୋଷଣା। ଫେବ୍ରୁଆରୀ ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୮ରେ ସରିବ ଦଶମ ପରୀକ୍ଷା। ସେହିପରି ଫେବ୍ରୁଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୪ରେ ସରିବ ଦ୍ଵାଦଶ ପରୀକ୍ଷା । ସିବିଏସ୍ଇ ଏହାର ଆଧିକାରୀକ ୱେବସାଇଟରେ ପରୀକ୍ଷା ସୂଚୀ ପ୍ରକାଶ କରିଛି। ବିଦ୍ୟାଳୟ ଗୁଡ଼ିକୁ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ତାଲିକା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡରେ ଦାଖଲ କରିବାକୁ କୁହାଯାଇଛି । 

ପରୀକ୍ଷା ସକାଳ ସାଢ଼େ ୧୦ ଟାରୁ ଆରମ୍ଭ ହେବ। ଫେବ୍ରୁଆରୀ ୧୫ରେ ଦଶମର ଇଂରାଜୀ, ୨୦ରେ ବିଜ୍ଞାନ,୨୨ରେ ସଂସ୍କୃତ, ୨୫ରେ ସାମାଜିକ ବିଜ୍ଞାନ, ୨୮ରେ ହିନ୍ଦୀ ପରୀକ୍ଷା ହେବ। ସିବିଏସ୍ଇ ବିଭିନ୍ନ ନିର୍ଦ୍ଦେଶାବଳୀ ଜାରି କରିଛି, ଯେଉଁଥିରେ ସବଜେକ୍ଟ କୋଡ୍, କ୍ଲାସ ସ୍ପେସିଫିକେଶନ, ଥିଓରୀ ଏବଂ ପ୍ରାକ୍ଟିକାଲ ପାଇଁ ସର୍ବାଧିକ ମାର୍କ, ପ୍ରୋଜେକ୍ଟ ୱାର୍କ, ଇଣ୍ଟରନାଲ ଆସେସମେଣ୍ଟ ଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । ପରୀକ୍ଷାଗୁଡ଼ିକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ବିଦ୍ୟାଳୟଗୁଡ଼ିକୁ ବିଭିନ୍ନ ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଥମ ଥର ସିବଏସଇ ପକ୍ଷରୁ ପରୀକ୍ଷା ଆରମ୍ଭ ହେବାର ୮୬ ଦିନ ପୂର୍ବରୁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । 
  
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe