କୋଲକାତାକୁ ନେଇ ଚିନ୍ତାପ୍ରକାଶ କଲେ ସୁପ୍ରିମକୋର୍ଟ । ସିବିଆଇ ଷ୍ଟାଟସ ରିପୋର୍ଟରେ କୋର୍ଟଙ୍କ ଚିନ୍ତାପ୍ରକାଶ

କୋଲାକାତା ମାମଲାର ଶୁଣାଣି କରୁଛନ୍ତି ସୁପ୍ରିମକୋର୍ଟ । କୋର୍ଟ ନିଜ ଆଡୁ ରୁଜୁ କରିଥିବା ଆବେଦନ ଉପରେ ପୁର୍ନବାର ଶୁଣାଣି କରୁଛନ୍ତି । ମାମଲାର ତନ୍ନ ତନ୍ନ ଯାଞ୍ଚ ସଠିକ ଭାବେ କରିବାକୁ ସିବିଆଇକୁ ଅଧିକ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ ।

suprimecourt 1

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe