ବରସୁଆଁ ଲୁହାପଥର ଖଣିରେ ସିବିଆଇ ରେଡ୍ । ଶହ ଶହ କୋଟି ଟଙ୍କାର ହେରଫେର ହୋଇଥିବା ଅଭିଯୋଗ

Advertisment

ବରସୁଆଁ ଲୁହାପଥର ଖଣିରେ ସିବିଆଇ ରେଡ୍ । କୋଇଡା ଟେନସା ସ୍ଥିତ ସେଲ୍ ଆର୍.ଏସ୍.ପି ପରିଚାଳିତ ବରସୁଆଁ ଲୁହାପଥର ଖଣିରେ ଏହି ଚଢ଼ାଉ ହୋଇଛି। ଶହ ଶହ କୋଟି ଟଙ୍କାର ହେରଫେର ହୋଇଥିବା ଅଭିଯୋଗ ରହିଛି।

ବରସୁଆଁ ଲୁହାପଥର ଖଣିରେ ସିବିଆଇ ରେଡ୍ । କୋଇଡା ଟେନସା ସ୍ଥିତ ସେଲ୍ ଆର୍.ଏସ୍.ପି ପରିଚାଳିତ ବରସୁଆଁ ଲୁହାପଥର ଖଣିରେ ଏହି ଚଢ଼ାଉ ହୋଇଛି। ଶହ ଶହ କୋଟି ଟଙ୍କାର ହେରଫେର ହୋଇଥିବା ଅଭିଯୋଗ ରହିଛି।

mines

କନକ ବ୍ୟୁରୋ: ବରସୁଆଁ ଲୁହାପଥର ଖଣିରେ ସିବିଆଇ ରେଡ୍ । କୋଇଡା  ଟେନସା ସ୍ଥିତ ସେଲ୍ ଆର୍.ଏସ୍.ପି ପରିଚାଳିତ ବରସୁଆଁ ଲୁହାପଥର ଖଣିରେ ଏହି ଚଢ଼ାଉ ହୋଇଛି। ଶହ ଶହ କୋଟି ଟଙ୍କାର ହେରଫେର ହୋଇଥିବା ଅଭିଯୋଗ ରହିଛି। ଏହାପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସିବିଆଇକୁ କେସ୍ ହସ୍ତାନ୍ତର କରାଯାଇଥିଲା। ଏହାପରେ ୩ ଦିନ ହେବ ସିବିଆଇ ପକ୍ଷରୁ ଖୋଳତାଡ ଚାଲିଛି। ଏହି ମାମଲାରେ ସଂପୃକ୍ତ ଥିବା ସମସ୍ତ ଅଧିକାରୀଙ୍କୁ ଜେରା ପାଇଁ ଆଜି ସିବିଆଇ ପକ୍ଷରୁ ଡକାଯାଇଛି । ଏଥିରେ ପୂର୍ବତନ କାର୍ଯ୍ୟକାରୀ ନିର୍ଦ୍ଦେଶକ ପି.କେ ରଥଙ୍କ ସମେତ ଖଣି ମ୍ୟାନେଜର ସୁନନ୍ଦ ପରିଡ଼ା, ବି ଆର୍ ମଣ୍ଡଳ, ପି.ସି ବରୁଆଙ୍କୁ ଜେରାର ସମ୍ମୁଖୀନ ହେବେ ବୋଲି ଜଣା ପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe