Photograph: (kanaknews)
କନକବ୍ୟୁରୋ : ଅବକାରୀ ବିଭାଗ ଉପରକୁ ଗୁଳିମାଡ଼ କଲେ ଗୋରୁ ମାଫିଆ । ସୁନ୍ଦରଗଡ଼ ଲେଫ୍ରିପଡା ସରଫଗଡ଼ରେ ଗୋରୁଗାଡିରେ ଗଂଜେଇ ଚାଲାଣର ଖବର ପାଇ ପିଛା କରୁଥିଲା ଅବକାରୀ ଟିମ । ଏହି ସମୟରେ ଅବକାରୀ ଗାଡି ଉପରକୁ ଗୁଳି ମାଡ଼ କରିଛନ୍ତି ମାଫିଆ । ଗାଡି ବନେଟରେ ବାଜିଛି ଗୁଳି । କର୍ମଚାରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ଗୋରୁ ଗାଡି ଜବତ ହୋଇଥିବା ବେଳେ ଜଣଙ୍କୁ ଅଟକ ରଖାଯାଇଛି । ଘଟଣା ସ୍ଥଳରୁ ୨ ଜଣ ଫେରାର ଅଛନ୍ତି ।
Follow Us