କନକ ବ୍ୟୁରୋ: ରୁକୁ ସୁନାଙ୍କ ନାଁରେ ମାମଲା । ରୁକସାନା ବାନୋଙ୍କ ମୃତ୍ୟୁ ନେଇ ତାଙ୍କ ମା ଓ ଭଉଣୀ ଭବାନୀପାଟଣା ଟାଉନ ଥାନାରେ ବିଶିଷ୍ଟ କଳାକାର ରୁକୁ ସୁନାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି । ରୁକ୍ ସାନା ମୃତ୍ୟୁର ୫ ଦିନ ପରେ ଭବାନୀପାଟଣା ଟାଉନ ଥାନାରେ ତାଙ୍କ ମା ଓ ସାନ ଭଉଣୀ ଭବାନୀପାଟଣା ଟାଉନ ଥାନାରେ ରୁକୁ ସୁନାଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି। ଏବେ ବି ବିଭିନ୍ନ ଅଡ଼ିଓ ଭାଇରଲ ହୋଇଥିବା ବେଳେ ଏବେ ଏହି ଅଭିଯୋଗ ପୁଣି ଘଟଣାକୁ ଅନ୍ୟ ମୋଡ଼ ଦେଇଛି। ଗତ ସପ୍ତାହରେ ରୁକାସାନା ବାନୋଙ୍କ ଭୁବନେଶ୍ବରର ଏକ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା । ଏହି ମୃତ୍ୟୁ ପାଇଁ ରୁକୁ ସୁନାଙ୍କୁ ଦାୟୀ କରିଥିଲେ ରୁକସାନାଙ୍କ ପରିବାର ଲୋକେ ।
ରୁକୁ ସୁନାଙ୍କ ନାଁରେ ମାମଲା । ଭବାନୀପାଟଣା ଟାଉନ ଥାନାରେ ରୁକସାନା ବାନୋଙ୍କ ମା ଓ ଭଉଣୀଙ୍କ ଅଭିଯୋଗ ।
ରୁକୁ ସୁନା ନାଁରେ ମାମଲା । ରୁକସାନା ବାନୋଙ୍କ ମୃତ୍ୟୁ ନେଇ ତାଙ୍କ ମା ଓ ଭଉଣୀ ଭବାନୀପାଟଣା ଟାଉନ ଥାନାରେ ବିଶିଷ୍ଟ କଳାକାର ରୁକୁ ସୁନାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ।
/kanak/media/media_files/O54v8Jb1BWeUX7eRJEjq.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)