କନକ ବ୍ୟୁରୋ : ରାଜଧାନୀରୁ ଜବତ ହେଲା ବିରଳ ପ୍ରଜାତିର ଜୀବଜନ୍ତୁଙ୍କ ଦେହାବଶେଷ । ଗୁଇନ୍ଦା ସୁତ୍ରରୁ ଖବର ପାଇ ରାଜସ୍ବ ବିଭାଗ ନିର୍ଦ୍ଦେଶକଙ୍କ ନେତୃତ୍ବରେ ଚଢାଉ କରାଯାଇଥିଲା । ରେଡ୍ ବେଳେ ବଜ୍ରକାପ୍ତା କାତି, ଗୋଧି ଚମଡ଼ା, କୋରାଲ, ମୃଗ କସ୍ତୁରୀ ଠାବ ହୋଇଛି । ଏହା ସହ ବିରଳ ପ୍ରଜାତିର ଶାମୁକା, କଉଡି ମଧ୍ୟ ଜବତ କରାଯାଇଛି । ଏକ ଦୋକାନରେ ଚଢାଉ କରି ଏସବୁ ବିରଳ ପ୍ରଜାତିର ଜୀବଜନ୍ତୁଙ୍କ ଦେହାବଶେଷ ଠାବ କରାଯାଇଛି । ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଅନୁସାରେ ଏସବୁ ଜୀବଙ୍କ ଦେହାବଶେଷ ରଖିବା ବେଆଇନ । ତେଣୁ ଏସବୁ ଦେହାବଶେଷକୁ ଜବତ ହୋଇଛି ।
ରାଜଧାନୀରୁ ଜବତ ହେଲା ବିରଳ ପ୍ରଜାତିର ଜୀବଜନ୍ତୁଙ୍କ ଦେହାବଶେଷ । ମୃଗ କସ୍ତୁରୀ ସହ ବଜ୍ରକାପ୍ତା କାତି, ଗୋଧି ଚମଡ଼ା ଓ ବିରଳ ପ୍ରଜାତିର ଶାମୁକା ଜବତ
ରାଜଧାନୀରୁ ଜବତ ହେଲା ବିରଳ ପ୍ରଜାତିର ଜୀବଜନ୍ତୁଙ୍କ ଦେହାବଶେଷ । ଗୁଇନ୍ଦା ସୁତ୍ରରୁ ଖବର ପାଇ ରାଜସ୍ବ ବିଭାଗ ନିର୍ଦ୍ଦେଶକଙ୍କ ନେତୃତ୍ବରେ ଚଢାଉ କରାଯାଇଥିଲା ।
/kanak/media/media_files/EVJZQZM81HywvwOGyZVW.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)