କନକ ବ୍ୟୁରୋ: କାନ୍ଥ ଭାଙ୍ଗି ଘରେ ପଶିଗଲା କାର। ଏଭଳି କାଣ୍ଡ ଭିଆଇଛନ୍ତି ନିଶାରେ ଚୁର ଯୁବକ । ଆଜି ଭୋର ୪.୩୦ଟା ସମୟରେ ୪ଜଣ ଯୁବକ ନିଶାସକ୍ତ ଅବସ୍ଥାରେ ଆସି ଘରେ ପିଟିଛନ୍ତି । ଏ ଘଟଣା କୁଆଡେ ପ୍ରଥମ ନୁହେଁ ନିଶାସକ୍ତ ଅବସ୍ଥାରେ ଏହି ଯୁବକମାନେ ବାରମ୍ବାର ଏଭଳି କାଣ୍ଡ କରିଥାନ୍ତି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ଘଟଣାର ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ । ଘରର କାନ୍ଥ ଭାଙ୍ଗିଲେ ତାପରେ ବି ଯୁବକମାନେ ଅବାନ୍ତର ଯୁକ୍ତି କରିବାକୁ ପଛାଇ ନାହାନ୍ତି ।
କାନ୍ଥ ଭାଙ୍ଗି ଘରେ ପଶିଗଲା କାର ; ବାରମ୍ବାର ଏଭଳି କାଣ୍ଡ ଘଟାଉଛନ୍ତି
ଏ ଘଟଣା ପ୍ରଥମ ନୁହେଁ ନିଶାସକ୍ତ ଅବସ୍ଥାରେ ଏହି ଯୁବକମାନେ ବାରମ୍ବାର ଏଭଳି କାଣ୍ଡ କରିଥାନ୍ତି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ଘଟଣାର ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ ।
/kanak/media/media_files/2025/03/02/mY6qGSmJppOOwb16GHsP.jpg)