ପନ୍ନୁର ଧମକ ପରେ ହାଇଆର୍ଲଟରେ ରାଜଧାନୀ : କଡାକଡି ସୁରକ୍ଷା ବ୍ୟବସ୍ଥା

Advertisment

ପନ୍ନୁର ଧମକ ପରେ ହାଇଆଲର୍ଟରେ ରାଜଧାନୀ ଭୁବନେଶ୍ୱର । ରାତି ସାରା ଧରପଗଡ଼, କଡ଼ାକଡ଼ି ଯାଞ୍ଚ ।  ୨୦ଟି ସମ୍ୱେଦଳଶୀଳ ସ୍ଥାନରେ ଚେକିଂ-ବ୍ଲକିଂ ।

ପନ୍ନୁର ଧମକ ପରେ ହାଇଆଲର୍ଟରେ ରାଜଧାନୀ ଭୁବନେଶ୍ୱର । ରାତି ସାରା ଧରପଗଡ଼, କଡ଼ାକଡ଼ି ଯାଞ୍ଚ ।  ୨୦ଟି ସମ୍ୱେଦଳଶୀଳ ସ୍ଥାନରେ ଚେକିଂ-ବ୍ଲକିଂ ।

pany

କନକବ୍ୟୁରୋ : ପନ୍ନୁର ଧମକ ପରେ ହାଇଆଲର୍ଟରେ ରାଜଧାନୀ ଭୁବନେଶ୍ୱର । ରାତି ସାରା ଧରପଗଡ଼, କଡ଼ାକଡ଼ି ଯାଞ୍ଚ ।  ୨୦ଟି ସମ୍ୱେଦଳଶୀଳ ସ୍ଥାନରେ ଚେକିଂ-ବ୍ଲକିଂ । ବିମାନ ବନ୍ଦରରୁ ସହରର ଗଳିକନ୍ଦି ସବୁଠି ପୋଲିସର କଡ଼ା ପହରା । ରାଜଧାନୀ ଭୁବନେଶ୍ବରରେ ପ୍ରଧାନ ମନ୍ତ୍ରୀ, ଗୃହମନ୍ତ୍ରୀ, ସବୁ ରାଜ୍ୟର ପୁଲିସ ଡିଜି ଅଛନ୍ତି ।

ସୁରକ୍ଷା ଦୃଷ୍ଟି କୋଣରୁ ଛକ ଛକରେ ନାକା ସହ ବ୍ଲକିଂ ଆଉ ଚେକିଂ କରାଯାଇଛି ।  ପ୍ରତିଟି ଗାଡିର ତନ ତନ ଯାଞ୍ଚ କରାଯାଇଛି । କେନ୍ଦ୍ରୀୟ ଫୋର୍ସଙ୍କ ସହିତ କମିଶନରେଟ ପୋଲିସର ରାତି ସାରା  ଚେକିଂ କରିଛନ୍ତି । ଧମକପୂର୍ଣ୍ଣ ମେଲ୍‌ର ସତ୍ୟତା ଯାଂଚ ପାଇଁ କ୍ରାଇମବ୍ରାଂଚର ତନାଘନା ଆରମ୍ଭ କରିଛି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe