କନକବ୍ୟୁରୋ : ପନ୍ନୁର ଧମକ ପରେ ହାଇଆଲର୍ଟରେ ରାଜଧାନୀ ଭୁବନେଶ୍ୱର । ରାତି ସାରା ଧରପଗଡ଼, କଡ଼ାକଡ଼ି ଯାଞ୍ଚ । ୨୦ଟି ସମ୍ୱେଦଳଶୀଳ ସ୍ଥାନରେ ଚେକିଂ-ବ୍ଲକିଂ । ବିମାନ ବନ୍ଦରରୁ ସହରର ଗଳିକନ୍ଦି ସବୁଠି ପୋଲିସର କଡ଼ା ପହରା । ରାଜଧାନୀ ଭୁବନେଶ୍ବରରେ ପ୍ରଧାନ ମନ୍ତ୍ରୀ, ଗୃହମନ୍ତ୍ରୀ, ସବୁ ରାଜ୍ୟର ପୁଲିସ ଡିଜି ଅଛନ୍ତି ।
ସୁରକ୍ଷା ଦୃଷ୍ଟି କୋଣରୁ ଛକ ଛକରେ ନାକା ସହ ବ୍ଲକିଂ ଆଉ ଚେକିଂ କରାଯାଇଛି । ପ୍ରତିଟି ଗାଡିର ତନ ତନ ଯାଞ୍ଚ କରାଯାଇଛି । କେନ୍ଦ୍ରୀୟ ଫୋର୍ସଙ୍କ ସହିତ କମିଶନରେଟ ପୋଲିସର ରାତି ସାରା ଚେକିଂ କରିଛନ୍ତି । ଧମକପୂର୍ଣ୍ଣ ମେଲ୍ର ସତ୍ୟତା ଯାଂଚ ପାଇଁ କ୍ରାଇମବ୍ରାଂଚର ତନାଘନା ଆରମ୍ଭ କରିଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/12/01/eT60eKn2c0SjoQyLszNM.jpg)