କୋକେନ କବଳରେ ରାଜଧାନୀ ଦିଲ୍ଲୀ : ୯୦୦ କୋଟିରୁ ଅଧିକ ଟଙ୍କାର କୋକେନ ଜବତ କଲା ଏନସିବି

Advertisment

ରାଜଧାନୀ ଦିଲ୍ଲୀରୁ ଧରାପଡ଼ିଲା ୮୨ କେଜିରୁ ଅଧିକ କୋକେନ୍‌। ଏକ କୋରିୟର ସେଣ୍ଟରରୁ ଏହି କୋକେନ୍ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୯୦୦ କୋଟି ଟଙ୍କାରୁ ଅଧିକ ହେବ। କେନ୍ଦ୍ର ଗୃହମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । ଡ୍ରଗ୍‌ସ ରାକେଟ୍ ବିରୋଧରେ ଅନୁସନ୍ଧାନ ଜାରି ରହିବ ବୋଲି କହିଛନ୍ତି ଅମିତ ଶାହ ।

koken

କନକବ୍ୟୁରୋ: ରାଜଧାନୀ ଦିଲ୍ଲୀରୁ ଧରାପଡ଼ିଲା ୮୨ କେଜିରୁ ଅଧିକ କୋକେନ୍‌। ଏକ କୋରିୟର ସେଣ୍ଟରରୁ ଏହି କୋକେନ୍ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୯୦୦ କୋଟି ଟଙ୍କାରୁ ଅଧିକ ହେବ ।

କେନ୍ଦ୍ର ଗୃହମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । ଡ୍ରଗ୍‌ସ ରାକେଟ୍ ବିରୋଧରେ ଅନୁସନ୍ଧାନ ଜାରି ରହିବ ବୋଲି କହିଛନ୍ତି ଅମିତ ଶାହ । ଏତେ ପରିମାଣରେ କୋକେନ୍ ଜବତ ହୋଇଥିବାରୁ ଏନ୍‌ସିବି ବା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ଶୁଭେଚ୍ଛା ଜଣାଇଛନ୍ତି ଗୃହମନ୍ତ୍ରୀ  । 

ଏନ୍‌ସିବିର ସୂଚନା ଅନୁସାରେ ଜବତ ହୋଇଥିବା କୋକେନ୍‌କୁ ଅଷ୍ଟ୍ରେଲିଆ ପଠାଯିବାର ଥିଲା। ଏଥିରୁ କିଛି ମାତ୍ରାରେ କୋରିୟର ଓ ଛୋଟ କାର୍ଗୋ ସେବା ମାଧ୍ୟମରେ ପଠାଯାଉଥିବା ବେଳେ ଧରାପଡ଼ିଥିଲା। ଏଥିରେ ସଂପୃକ୍ତ ଲୋକେ ହାୱଲା ମାଧ୍ୟମରେ ଅପରେଟ୍ କରନ୍ତି। ଜଣେ ଅନ୍ୟ ଜଣଙ୍କ ପାଇଁ ଅଚିହ୍ନା। ଏମାନେ ପ୍ରତିଦିନ କଥାବାର୍ତ୍ତା ପାଇଁ ଛଦ୍ମନାମ ବ୍ୟବହାର କରିଥାନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe