ଚାକିରି ନିଯୁକ୍ତି ଅନିୟମିତତା ଅଭିଯୋଗ ; OSSSC କାର୍ଯ୍ୟାଳୟ ଘେରିଲେ ପରୀକ୍ଷାର୍ଥୀ।

ଚାକିରି ନିଯୁକ୍ତି ଅନିୟମିତତା ଅଭିଯୋଗରେ ତାତିଲେ ପରୀକ୍ଷାର୍ଥୀ । OSSSC କାର୍ଯ୍ୟାଳୟ ଆଗରେ ଶହ ଶହ ଆଶାୟୀଙ୍କ ପ୍ରତିବାଦ । ପୁଣିଥରେ ଅଫଲାଇନ ପରୀକ୍ଷା କରିବାକୁ ଦାବି ।

OSSC

କନକ ବ୍ୟୁରୋ: ଚାକିରି ନିଯୁକ୍ତି ଅନିୟମିତତା ଅଭିଯୋଗ ନେଇ ଓଏସ୍‌ଏସ୍‌ଏସ୍‌ସି କାର୍ୟ୍ୟାଳୟ ଘେରିଲେ ଶହ ଶହ ପରୀକ୍ଷାର୍ଥୀ । ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗରରେ ଘେରାଉ କରିଛନ୍ତି ଆଶାୟୀ ପ୍ରାର୍ଥୀ । ଯୋଗ୍ୟ ମେରିଟ୍‌ ତାଲିକାରୁ ବାଦ୍ ପଡିଥିବା ପରୀକ୍ଷାର୍ଥୀମାନେ ବିକ୍ଷୋଭ, ପ୍ରତିବାଦ କରିଛନ୍ତି। ଦାୟିତ୍ୱହୀନତାକୁ ଦୋଷାରୋପ କରି ପୁନଃ ପରୀକ୍ଷା କରିବାକୁ ଦାବି କରିଛନ୍ତି ପରୀକ୍ଷାର୍ଥୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe