କନକ ବ୍ୟୁରୋ : ୱାକଫ୍ ବୋର୍ଡ ସଂଶୋଧନ ବିଲ୍କୁ ସମର୍ଥନ ପ୍ରସଙ୍ଗରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ବଡ଼ ବୟାନ । ସେ କହିଛନ୍ତି, ୱାକଫ୍ ସଂଶୋଧନ ବିଲ୍କୁ ସମର୍ଥନ କରି ଭୁଲ କରିଛନ୍ତି ସସ୍ମିତ । ଦଳୀୟ ନିଷ୍ପତ୍ତିର ଅବମାନନା କରିଛନ୍ତି ସସ୍ମିତ । ଦଳର ସଭାପତି ୱାକଫ୍ ବିଲ୍ ବିରୋଧରେ ମତ ଦେବା ପାଇଁ କହିଥିଲେ । କେଉଁ ପରିସ୍ଥିତିରେ ସସ୍ମିତ ନିଷ୍ପତ୍ତି ପରିବର୍ତ୍ତନ କଲେ, ତାହା ଆମକୁ ବିସ୍ମିତ କରିଛି ।
ୱାକଫ୍ ବିଲକୁ ନେଇ ବିଜେଡିର ବିବେକ ଫାଳ ଫାଳ । ନବୀନଙ୍କ ନିର୍ଦ୍ଦେଶକୁ ଫୁ’ କରି ଉଡ଼ାଇ ଦେଇଛନ୍ତି ଦଳର କିଛି ସାଂସଦ । ୨ ଦିନ ପୂର୍ବରୁ ହୋଇଥିବା ନିଷ୍ପତ୍ତି ହଠାତ୍ କେମିତି ବଦଳିଗଲା ? ନିଷ୍ପତ୍ତି ପରିବର୍ତ୍ତନ ପଛରେ ନବୀନ ନା ଆଉ କିଏ ? ତାହାକୁ ନେଇ ପ୍ରଶ୍ନ ଉଠିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/04/04/M0mAZRNKZYlR2ycTSKzN.jpg)