ମୋଦୀଙ୍କ ଘରେ ନୂଆ ଅତିଥି : ଘରକୁ ଆସଲା ଦୀପଜ୍ୟୋତି

ପ୍ରଧାନମନ୍ତ୍ରୀଙ୍କ ଘରେ ନୂଆ ଅତିଥି । ଜନ୍ମ ନେଲା ବାଛୁରୀ । ଲୋକ କଲ୍ୟାଣ ମାର୍ଗ ବାସଭବନକୁ ନୂଆ ଅତିଥି ଆସିବା ନେଇ ଟ୍ୱିଟ୍ କରି ଖୁସି ପ୍ରକାଶ କଲେ ନରେନ୍ଦ୍ର ମୋଦୀ । ନାଁ ରଖିଲେ ଦୀପଜ୍ୟୋତି ।

133

କନକ ବ୍ୟୁରୋ:  ପ୍ରଧାନମନ୍ତ୍ରୀଙ୍କ ଘରେ ନୂଆ ଅତିଥି। ଜନ୍ମ ନେଇଛି ବାଛୁରୀ। ସେ ରହୁଥିବା ଲୋକକଲ୍ୟାଣ ମାର୍ଗ ବାସଭବନକୁ ନୂଆ ଅତିଥି ଆସିବା ନେଇ ଟ୍ୱିଟ୍ କରି ଖୁସି ପ୍ରକାଶ କରିଛନ୍ତି ନରେନ୍ଦ୍ର ମୋଦୀ । ଏହି ବାଛୁରୀର ନାଁ ‘ଦୀପଜ୍ୟୋତି’ ରଖାଯାଇଥିବା ମୋଦୀ ଟ୍ୱିଟରେ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ଥିବା ଗାଈ ଏହି ବାଛୁରୀକୁ ଜନ୍ମ ଦେଇଛି । ଏବଂ ବାଛୁରୀର କପାଳରେ ଜ୍ୟୋତି ଚିହ୍ନ ଥିବାରୁ ବାଛୁରୀର ନାମ ଦୀପଜ୍ୟୋତି ରଖିଛନ୍ତି ମୋଦୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe