କାଳିଆ ଯୋଜନାରେ ଅନିୟମିତତା ଧରିଲେ ସିଏଜି: ୧୨ ଲକ୍ଷ ୭୨ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଇଛି ୭୮୨କୋଟି ୨୬ଲକ୍ଷ କାଳିଆ ଟଙ୍କା

ବିଧାନସଭାରେ ଆଜି ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି । ଏଥିଲେ ଅନେକ କ୍ଷେତ୍ରରେ ଅନିୟମିତତା ହୋଇଥିବା ଧରିଛନ୍ତି ସିଏଜି । ବିଶେଷକରି କାଳି ଯୋଜନାର ସତ ଧରିଛନ୍ତି ସିଏଜି ।  

wdw

କନକ ବ୍ୟୁରୋ: ବିଧାନସଭାରେ ଆଜି ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି । ଏଥିଲେ ଅନେକ କ୍ଷେତ୍ରରେ ଅନିୟମିତତା ହୋଇଥିବା ଧରିଛନ୍ତି ସିଏଜି । ବିଶେଷକରି କାଳି ଯୋଜନାର ସତ ଧରିଛନ୍ତି ସିଏଜି ।  

ସିଏଜି ରିପୋର୍ଟରେ ପୂର୍ବ ସରକାରଙ୍କ ସତ
ଘୋଷଣାର ୨ବର୍ଷ ପରେ ବି ଆରମ୍ଭ ହୋଇନି କାଳିଆ ସ୍କଲାରସିପ
କାଳିଆ ୱେବ ପୋର୍ଟାଲ ପାଇଁ ନିର୍ଦ୍ଦିଷ୍ଟ କମ୍ପାନୀକୁ ଅନୁକମ୍ପା
ବିନା ଟେଣ୍ଡରରେ ଦିଆଯାଇଥିଲା କୋଟିଏ ଟଙ୍କାର କାମ 
ଅଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଇଛି କାଳିଆ ଟଙ୍କା
ସିଏଜି ଅଡିଟରେ ସାମ୍ନାକୁ ଆସିଲା ସତ
କାଳିଆ ହିତାଧିକାରୀଙ୍କ ନାଁରେ ଟଙ୍କା ନେଇଛନ୍ତି ୧ଲକ୍ଷ ୨୮ହଜାର 
୧ଲକ୍ଷ ୨୮ହଜାରଙ୍କୁ ଦିଆଯାଇଛି ୧୦୭କୋଟି ୬୪ଲକ୍ଷ ଟଙ୍କା  
୧୨ ଲକ୍ଷ ୭୨ହଜାର ଅଯୋଗ୍ୟ ହିତାଧିକାରୀ ପାଇଛନ୍ତି କାଳିଆ ଟଙ୍କା
୭୮୨କୋଟି ୨୬ଲକ୍ଷ ଟଙ୍କା ପାଇଛନ୍ତି ଅଯୋଗ୍ୟ ହିତାଧିକାରୀ
ବିନା ପ୍ରଶିକ୍ଷଣରେ ୧୪ଲକ୍ଷ ୪ହଜାର ଭୂମିହୀନଙ୍କୁ ଦିଆଯାଇଥିଲା ୩ଟି କିସ୍ତି
ଫଳରେ ଯୋଜନାର ଉଦ୍ଦେଶ୍ୟ ଫେଲ୍ ମାରିଥିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe