କ୍ୟାବିନେଟ ବୈଠକରେ ୭ ପ୍ରସ୍ତାବକୁ ମଞ୍ଜୁରୀ । କାମଧେନୁ ଯୋଜନାରେ ୮ଟି ବିଭିନ୍ନ ଦିଗ ପାଇଁ ଇନସେଟିଭି ପ୍ରସ୍ତାବ ପାରିତ

Advertisment

୩୦ମାସରେ ସରିବ ଘର କାମ ।  ବେସରକାରୀ ଡିଲରଙ୍କ ଏକ୍ସଟସନ ଅବଧି ୨୦୨୬ ମସିହା ପର୍ୟ୍ୟନ୍ତ ଦେଢ଼ ବର୍ଷ ବୃଦ୍ଧି ପ୍ରସ୍ତାବକୁ ବି ମଂଜୁରୀ ମିଳିଛି ।  ବରିଷ୍ଠ ବିଚାରପତି ପାଇଁ ନିୟମରେ ସଂଶୋଧନ କରାଯାଇଛି । 

୩୦ମାସରେ ସରିବ ଘର କାମ ।  ବେସରକାରୀ ଡିଲରଙ୍କ ଏକ୍ସଟସନ ଅବଧି ୨୦୨୬ ମସିହା ପର୍ୟ୍ୟନ୍ତ ଦେଢ଼ ବର୍ଷ ବୃଦ୍ଧି ପ୍ରସ୍ତାବକୁ ବି ମଂଜୁରୀ ମିଳିଛି ।  ବରିଷ୍ଠ ବିଚାରପତି ପାଇଁ ନିୟମରେ ସଂଶୋଧନ କରାଯାଇଛି । 

gsdgea

କନକ ବ୍ୟୁରୋ : କ୍ୟାବିନେଟ ବୈଠକରେ ଆଜି ୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ କାମ ଧେନୁ ଯୋଜନାରେ ୮ ଟି ବିଭିନ୍ନ ଦିଗ ପାଇଁ ଇନସେଟିଭ ପ୍ରସ୍ତାବ ପାରିତ ହୋଇଛି । ଏଥିପାଇଁ ଆଗାମୀ ୫ବର୍ଷ ରେ ୧୪ଶହ ୨୩ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । ସେହିଭଳି  ହାଇକୋର୍ଟ କର୍ମଚାରୀଙ୍କ ପାଇଁ ଓଡ଼ିଶା ଉଚ୍ଚ ନିୟାଳୟ ର କର୍ମଚାରୀ ଙ୍କ ପାଇଁ ୫୫୦ ଟି ଷ୍ଟାଫ ଘର ନିର୍ମାଣ ହେବ ।  ୩୦ମାସରେ ସରିବ ଘର କାମ ।  ବେସରକାରୀ ଡିଲରଙ୍କ ଏକ୍ସଟସନ ଅବଧି ୨୦୨୬ ମସିହା ପର୍ୟ୍ୟନ୍ତ ଦେଢ଼ ବର୍ଷ ବୃଦ୍ଧି ପ୍ରସ୍ତାବକୁ ବି ମଂଜୁରୀ ମିଳିଛି ।  ବରିଷ୍ଠ ବିଚାରପତି ପାଇଁ ନିୟମରେ ସଂଶୋଧନ କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe