କେନ୍ଦୁଝର ଚମ୍ପୁଆରେ ବୈତରଣୀକୁ ଡେଇଁପଡିଲେ ବ୍ୟବସାୟୀ : ମୃତର କାରଣ ଅସ୍ପଷ୍ଟ

Advertisment

କେନ୍ଦୁଝର ଚମ୍ପୁଆ ବୈତରଣୀ ନଦୀକୁ ଡେଇଁ ପଡି ବ୍ୟବସାୟୀଙ୍କ ଆତ୍ମହତ୍ୟା  ।  ନଦୀରେ ଭାସୁଛି ବ୍ୟବସାୟୀ ବସନ୍ତ ପାତ୍ରଙ୍କ ମୃତ ଦେହ। ଚମ୍ପୁଆ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଦୋକାନ କରିଥିବା ବସନ୍ତ ପାତ୍ର ରାତି ପ୍ରାୟ ୧୧ଟା ବେଳେ  ନିଜ ସ୍କୁଟିକୁ ପୋଲ ଉପରେ ରଖି ନଦୀକୁ ଡେ଼ଇଁ ପଡ଼ିଥିଲେ । 

25 7

25 7 Photograph: (25 7 )

କନକବ୍ୟୁରୋ : କେନ୍ଦୁଝର ଚମ୍ପୁଆ ବୈତରଣୀ ନଦୀକୁ ଡେଇଁ ପଡି ବ୍ୟବସାୟୀଙ୍କ ଆତ୍ମହତ୍ୟା  ।  ନଦୀରେ ଭାସୁଛି ବ୍ୟବସାୟୀ ବସନ୍ତ ପାତ୍ରଙ୍କ ମୃତ ଦେହ। ଚମ୍ପୁଆ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଦୋକାନ କରିଥିବା ବସନ୍ତ ପାତ୍ର ରାତି ପ୍ରାୟ ୧୧ଟା ବେଳେ  ନିଜ ସ୍କୁଟିକୁ ପୋଲ ଉପରେ ରଖି ନଦୀକୁ ଡେ଼ଇଁ ପଡ଼ିଥିଲେ । 

ଚମ୍ପୁଆ ଝାଡ଼ଖଣ୍ଡ ସୀମାରେ ଥିବା ବୈତରଣୀ ନଦୀରେ ପୋଲ ଉପରୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ  । ଅନ୍ୟପଟେ ବସନ୍ତଙ୍କ ମୃତ ଦେହ ନଦୀର ଅପର ପାର୍ଶ୍ବରେ ଭାସୁଥିବା ଯୋଗୁଁ ଝାଡ଼ଖଣ୍ଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍କୁଟିକୁ ଜବତ କରିଛି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe