ବାଲେଶ୍ବରରେ କେନାଲକୁ ଓଲଟିଲା ବସ୍‌ : ବାଲିଆପାଳରୁ ବାଲେଶ୍ବର ଯାଉଥିଲା ଯାତ୍ରୀବାହୀ ବସ୍

Advertisment

ବାଲେଶ୍ବରରେ କେନାଲକୁ ଓଲଟିଲା ବସ୍‌ । ନୁଣିଆ ଯୋଡ଼ି ପୋଲରେ ଭାରସାମ୍ୟ ହରାଇ ଓଲଟିପଡ଼ିଛି ବସ୍ । ବସରେ ୪୦ରୁ ଅଧିକ ଲୋକ ଥିବା ଜଣାପଡ଼ିଛି  ।

ବାଲେଶ୍ବରରେ କେନାଲକୁ ଓଲଟିଲା ବସ୍‌ । ନୁଣିଆ ଯୋଡ଼ି ପୋଲରେ ଭାରସାମ୍ୟ ହରାଇ ଓଲଟିପଡ଼ିଛି ବସ୍ । ବସରେ ୪୦ରୁ ଅଧିକ ଲୋକ ଥିବା ଜଣାପଡ଼ିଛି  ।

କାଲୋତ

Photograph: (kanaknews)

କନକବ୍ୟୁରୋ : ବାଲେଶ୍ବରରେ କେନାଲକୁ ଓଲଟିଲା ବସ୍‌ । ନୁଣିଆ ଯୋଡ଼ି ପୋଲରେ ଭାରସାମ୍ୟ ହରାଇ ଓଲଟିପଡ଼ିଛି ବସ୍ । ବସରେ ୪୦ରୁ ଅଧିକ ଲୋକ ଥିବା ଜଣାପଡ଼ିଛି  । ଉଦ୍ଧାର କାର୍ଯ୍ୟ ଜାରି ରହିଛି  ।  ବାଲିଆପାଳରୁ ବାଲେଶ୍ବର ଯାଉଥିଲା ଯାତ୍ରୀବାହୀ ବସ୍ । 


--- 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe