କନକବ୍ୟୁରୋ : ବାଲେଶ୍ବରରେ କେନାଲକୁ ଓଲଟିଲା ବସ୍ । ନୁଣିଆ ଯୋଡ଼ି ପୋଲରେ ଭାରସାମ୍ୟ ହରାଇ ଓଲଟିପଡ଼ିଛି ବସ୍ । ବସରେ ୪୦ରୁ ଅଧିକ ଲୋକ ଥିବା ଜଣାପଡ଼ିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବାଲିଆପାଳରୁ ବାଲେଶ୍ବର ଯାଉଥିଲା ଯାତ୍ରୀବାହୀ ବସ୍ ।
---
/kanak/media/media_files/2025/05/06/Oie8egJ1OBh48v5DGvyf.jpg)