ବସକୁ ପଛପଟୁ ପିଟିଲା ଟ୍ରକ୍ ; ୩ ଆହତ ଯାତ୍ରୀ ମେଡିକାଲରେ ଭର୍ତ୍ତି ।

Advertisment

ଗଞ୍ଜାମ ଖଲ୍ଲିକୋଟ ଥାନା ଭେଜିପୁଟ ବ୍ରିଜ ନିକଟରେ ବସକୁ ପଛପଟୁ ପିଟିଲା ଟ୍ରକ୍ । ଦୁର୍ଘଟଣାରେ ତିନି ଜଣ ଆହତ ହୋଇଛନ୍ତି।

ଗଞ୍ଜାମ ଖଲ୍ଲିକୋଟ ଥାନା ଭେଜିପୁଟ ବ୍ରିଜ ନିକଟରେ ବସକୁ ପଛପଟୁ ପିଟିଲା ଟ୍ରକ୍ । ଦୁର୍ଘଟଣାରେ ତିନି ଜଣ ଆହତ ହୋଇଛନ୍ତି।

khali---

କନକ ବ୍ୟୁରୋ: ଗଞ୍ଜାମ ଖଲ୍ଲିକୋଟ ଥାନା ଭେଜିପୁଟ ବ୍ରିଜ ନିକଟରେ ବସକୁ ପଛପଟୁ ପିଟିଲା ଟ୍ରକ୍ । ଦୁର୍ଘଟଣାରେ ତିନି ଜଣ ଆହତ ହୋଇଛନ୍ତି। ପଦ୍ମାଳୟା ନାମକ ଏକ ବସ ଆସିକାରୁ ଭୁବନେଶ୍ୱର ଯାଉଥିଲା। ଭେଜିପୁଟ ବ୍ରିଜ ନିକଟରେ ବସ ଛିଡା ହୋଇଥିବା ବେଳେ ଯାତ୍ରୀ ବସ୍‌କୁ ଚଢୁଥିଲେ। ଏହି ସମୟରେ ପଛପଟୁ ଏକ ଟ୍ରକ ବସକୁ ଧକ୍କା ଦେଲା। ଫଳରେ ଟ୍ରକ ଡ୍ରାଭର ଓ ବସର ଦୁଇ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ତିନି ଜଣଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe