କନକ ବ୍ୟୁରୋ : ରିମାଣ୍ଡରେ ଆସିବେ ବଣ୍ଟି ଓ ବବ୍ଲି । ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପିକେ ମିଶ୍ରଙ୍କ ଝିଅ ଜ୍ବାଇଁ କହି ଠକେଇ କରୁଥିବା ଦମ୍ପତିଙ୍କୁ ରିମାଣ୍ଡରେ ଆଣିବ ପୋଲିସ । ହଂସିତା ଓ ଅନୀଲ ମହାନ୍ତିଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି ସ୍ପେଶାଲ କ୍ରାଇମ ୟୁନିଟ୍ । ଅଭିଯୁକ୍ତଙ୍କ ଆକାଉଣ୍ଟର ହେବ ଖୋଳତାଡ଼ । ଫଳରେ ବ୍ୟବସାୟୀଙ୍କ ଲିଙ୍କ୍ର ଗୁମର ଖୋଲିପାରେ ବୋଲି ଆଶା କରାଯାଉଛି ।