ଭୁବନେଶ୍ବରରୁ ବଣ୍ଟି ବବଲି ଗିରଫ ଘଟଣାରେ ଖୋଲୁଛି ଗୁମର । ତଦନ୍ତ ପରେ ଠକ ଦମ୍ପତି ବଣ୍ଟି ବବଲିଙ୍କ ଅଫିସ ସିଲ୍ କଲା କମିଶନରେଟ ପୁଲିସ

Advertisment

ଭୁବନେଶ୍ବରରୁ ବଣ୍ଟି ବବଲି ଗିରଫ ଘଟଣାରେ ଖୋଲୁଛି ଗୁମର ।  ତଦନ୍ତ ପରେ ଠକ ଦମ୍ପତି ବଣ୍ଟି ବବଲିଙ୍କ ଅଫିସ ସିଲ୍ କରିଛି କମିଶନରେଟ ପୁଲିସ । ଆକାଉଣ୍ଟରେ ଖୋଳତାଡ଼ ବେଳେ ପଲିଟିକାଲ ଲିଙ୍କ ମିଳିଛି ।

ଭୁବନେଶ୍ବରରୁ ବଣ୍ଟି ବବଲି ଗିରଫ ଘଟଣାରେ ଖୋଲୁଛି ଗୁମର ।  ତଦନ୍ତ ପରେ ଠକ ଦମ୍ପତି ବଣ୍ଟି ବବଲିଙ୍କ ଅଫିସ ସିଲ୍ କରିଛି କମିଶନରେଟ ପୁଲିସ । ଆକାଉଣ୍ଟରେ ଖୋଳତାଡ଼ ବେଳେ ପଲିଟିକାଲ ଲିଙ୍କ ମିଳିଛି ।

Bunty Bubly

Bunty Bubly Photograph: (KanakNews )

କନକ ବ୍ୟୁରୋ : ଭୁବନେଶ୍ବରରୁ ବଣ୍ଟି ବବଲି ଗିରଫ ଘଟଣାରେ ଖୋଲୁଛି ଗୁମର ।  ତଦନ୍ତ ପରେ ଠକ ଦମ୍ପତି ବଣ୍ଟି ବବଲିଙ୍କ ଅଫିସ ସିଲ୍ କରିଛି କମିଶନରେଟ ପୁଲିସ । ଆକାଉଣ୍ଟରେ ଖୋଳତାଡ଼ ବେଳେ ପଲିଟିକାଲ ଲିଙ୍କ ମିଳିଛି । ତେବେ ସମ୍ପର୍କରେ ଥିବା ବ୍ୟକ୍ତିବିଶେଷଙ୍କୁ ଡାକିବ ସ୍ପେଶାଲ କ୍ରାଇମ ୟୁନିଟ । ସ୍ପେଶାଲ କ୍ରାଇମ ୟୁନିଟକୁ ତଦନ୍ତ ଭାର ଦିଆଯାଇଛି । 

ଭୁବନେଶ୍ୱରରୁ ବଣ୍ଟି ବବଲି ଗିରଫ ଘଟଣାର ଗୋଟିଏ ପରେ ଗୋଟିଏ ଖୋଲୁଛି ଗୁମର ଓ ଗିରଫ ଅଭିଯୁକ୍ତ ହଂସିତା ଅଭିଲିପ୍ସା ଓ ଅନିଲ ମହାନ୍ତିଙ୍କ ଅଫିସରେ ପହଁଚି ସରଜମିନ ତଦନ୍ତ କରିଛି କମିସନରେଟ ପୁଲିସ ଓ ତେବେ ବିଶେଷକରି ଅଭିଯୁକ୍ତଙ୍କ ଆକାଉଣ୍ଟର ଖୋଳତାଡ଼ ବେଳେ, ବହୁ ବ୍ୟବସାୟୀଙ୍କ ସମେତ ପଲିଟିକାଲ ଲିଙ୍କ ପାଇଛି ପୁଲିସ ଓ ଖୁବଶୀଘ୍ର ଏମାନଙ୍କ ଲିଙ୍କରେ ଥିବା ବ୍ୟକ୍ତି ବିଶେଷଙ୍କୁ ଅଫିସକୁ ଡାକି ଘାଣ୍ଟିବ ସ୍ପେଶାଲ କ୍ରାଇମ ୟୁନିଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe