କନକ ବ୍ୟୁରୋ: ଚୋରା ଦେଶୀ ମଦ ବେପାର କଲେ ନିସ୍ତାର ନାହିଁ । ସାଲିଆସାହିରେ ପୁଣି ବୁଲିଲା ବୁଲଡୋଜର । ଅବକାରୀ ବିଭାଗ ଓ ଇଡକୋର ମିଳିତ ପ୍ରୟାସରେ ଭଙ୍ଗାଯାଉଛି ମଦ ମାଫିଆଙ୍କ ଘର । ସାଲିଆସାହିର ନୀଳକଣ୍ଠ ନଗରରେ ମାଫିଆଙ୍କ ଘର ଭଙ୍ଗୁଛି ଅବକାରୀ ବିଭାଗ । କିଛିଦିନ ତଳେ ହଜାର ହଜାର ଲିଟର ଦେଶୀ ମଦ ଓ ପୋଚ ନଷ୍ଟ କରାଯାଇଥିଲା । ଆଜି ପୁଣି ଥରେ ମାଫିଆଙ୍କ ଘରେ ଚଢ଼ଉ କରାଯାଇଛି । ଯେତେ ନଷ୍ଟ କରୁଛନ୍ତି ସେତେ ବାହାରୁଛି ଦେଶୀ ମଦ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us