କାଲି ପ୍ରାକ ବଜେଟ୍‌ ବୈଠକ । ଦିନ ୧୦ଟା ୩୦ରେ ବସିବ ବୈଠକ ।

Advertisment

। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ହେବ ବିମର୍ଶ । ଅର୍ଥନୀତି ବିଶେଷଜ୍ଞ, ପୂର୍ବତନ ଅର୍ଥମନ୍ତ୍ରୀ ହେବେ ସାମିଲ ।

। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ହେବ ବିମର୍ଶ । ଅର୍ଥନୀତି ବିଶେଷଜ୍ଞ, ପୂର୍ବତନ ଅର୍ଥମନ୍ତ୍ରୀ ହେବେ ସାମିଲ ।

 କାଲି ପ୍ରାକ ବଜେଟ୍‌ ବୈଠକ ।

Photograph: (google)

କନକ ବ୍ୟୁରୋ : ଆସନ୍ତାକାଲି ବସିବ ମୁଖ୍ୟମନ୍ତ୍ରୀଙ୍କ ପ୍ରାକ ବଜେଟ୍‌ ବୈଠକ ।  ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ହେବ ବିମର୍ଶ । ଅର୍ଥନୀତି ବିଶେଷଜ୍ଞ, ପୂର୍ବତନ  ଅର୍ଥମନ୍ତ୍ରୀ  ହେବେ ସାମିଲ ।  ଦିନ ୧୦ଟା ୩୦ରେ ବସିବ ଗୁରୁତ୍ବପୂର୍ଣ୍ଣ  ବୈଠକ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe