କନକ ବ୍ୟୁରୋ: ଆଜି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମରଣ । ସଂସଦରେ ଉପସ୍ଥାପନ କରିଛନ୍ତି ଡିଜିଟାଲ ବଜେଟ୍ । ବୁଝନ୍ତୁ ଟଙ୍କା ଟଙ୍କାରେ ବଜେଟର ହିସାବ;

Advertisment

ଆୟ ହୁଏ କେଉଁଠୁ? (୧ଟଙ୍କାରେ ହିସାବ):
ଆୟକର: ୨୨ ପଇସା
କେନ୍ଦ୍ରୀୟ ଉତ୍ପାଦ : ୫ ପଇସା
ଜିଏସଟି ଏବଂ ଅନ୍ୟ କର : ପଇସା
କର୍ପୋରେଟ ଟ୍ୟାକ୍ସ ; ୧୭ ପଇସା
ଉଧାରି ଓ ଅନ୍ୟ ଲେଣଦେଣ : ୨୪ ପଇସା
ଅଣକର ପ୍ରାପ୍ତି : ୯ ପଇସା
ଅଣଋଣ ପୁଞ୍ଜିଗତ ଆୟ: ୧ ପଇସା
ସୀମା ଶୁଳ୍କ : ୪ ପଇସା

କେଉଁଠି ଖର୍ଚ୍ଚ ହେଉଛି (୧ଟଙ୍କାରେ ହିସାବ) :
ପେନସନ୍  : ୪ ପଇସା
ଅନ୍ୟ ବ୍ୟୟ :  ୮ପ.
କେନ୍ଦ୍ର ପ୍ରାୟୋଜିତ  ସ୍କିମ : ୮ ପଇସା
ବିତ୍ତୀୟ ଆୟୋଗ ଓ ଅନ୍ୟାନ୍ୟ : ୮ ପଇସା
ଟିକସ ଓ ଶୁଳ୍କରୁ ରାଜ୍ୟ ଭାଗ : ୨୨ ପଇସା
ପ୍ରତିରକ୍ଷା : ୮ ପଇସା
ପ୍ରମୁଖ ରିହାତି : ୬ ପଇସା
କେନ୍ଦ୍ର ପ୍ରାୟୋଜିତ ସ୍କିମ୍: ୧୬ ପଇସା
 ସୁଧ ଦେୟ : ୨୦ ପଇସା