କନକ ବ୍ୟୁରୋ: ଆସିଛି ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ କିଛି ପ୍ରମୁଖ ଘୋଷଣା କରାଯାଇଥିବାବେଳେ, ଆୟକରକୁ ନେଇ ମଧ୍ୟ ବଡ଼ ଘୋଷଣା ହୋଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମୋଦୀ ସରକାରର ୩.୦ରେ ଏଥର କେଉଁ ବିଭାଗକୁ ମିଳିଛି କେତେ ଟଙ୍କା?

Advertisment
  • ପ୍ରତିରକ୍ଷା - ୪,୯୧,୭୩୨ କୋଟି
  • ଗ୍ରାମୀଣ ବିକାଶ  - ୨,୬୬,୮୧୭ କୋଟି
  • ଗୃହ ମନ୍ତ୍ରାଳୟ - ୨,୩୩,୨୧୧ କୋଟି
  • କୃଷି  - ୧,୭୧,୪୩୭ କୋଟି
  • ଶିକ୍ଷା - ୧,୨୮,୬୫୦ କୋଟି
  • ସ୍ୱାସ୍ଥ୍ୟ  - ୯୮,୩୧୧ କୋଟି
  • ନଗର ଉନ୍ନୟନ - ୯୬,୭୭୭ କୋଟି
  • ସୂଚନା ଓ ପ୍ରଯୁକ୍ତିବିଦ୍ୟା - ୯୫,୨୯୮ କୋଟି
  • ଶକ୍ତି - ୮୧,୧୭୪ କୋଟି
  • ବାଣିଜ୍ୟ ଓ ଉଦ୍ୟୋଗ - ୬୫,୫୫୩ କୋଟି
  • ସମାଜ କଲ୍ୟାଣ - ୬୦,୦୫୨ କୋଟି
  • ବୈଜ୍ଞାନିକ ବିଭାଗ - ୫୫,୬୭୯ କୋଟି