୧ ଟଙ୍କାରେ ୪ଜି ଡାଟା ; ୩୦ ଦିନ ପାଇଁ ମାଗଣା କଲ୍

Advertisment

ସରକାରୀ ଟେଲିକମ୍ କମ୍ପାନି ବିଏସଏନଏଲ୍ ନିଜ ଗ୍ରାହକମାନଙ୍କ ପାଇଁ ଏଭଳି କିଛି ନୂଆ ଅଫର୍ ଆଣିଛି । ଆଗକୁ ସ୍ୱାଧୀନତା ଦିବସ ଆସୁଥିବାରୁ, ନିଜ ଗ୍ରାହକଙ୍କ ପାଇଁ ଏହି ଫ୍ରିଡମ୍ ଅଫର୍ ଜାରି କରିଛି ବିଏସ୍ଏନ୍ଏଲ୍ । ଯେଉଁଥିରେ ଗ୍ରାହକମାନେ ମାତ୍ର ୧ ଟଙ୍କା ଖର୍ଚ୍ଚ କରି ୪ଜି ଡାଟା ପାଇବା ସହିତ, କଲିଂ ଆଉ ମେସେଜ୍ କରିବାର ମଧ୍ୟ ସୁବିଧା ପାଇବେ ।

ସରକାରୀ ଟେଲିକମ୍ କମ୍ପାନି ବିଏସଏନଏଲ୍ ନିଜ ଗ୍ରାହକମାନଙ୍କ ପାଇଁ ଏଭଳି କିଛି ନୂଆ ଅଫର୍ ଆଣିଛି । ଆଗକୁ ସ୍ୱାଧୀନତା ଦିବସ ଆସୁଥିବାରୁ, ନିଜ ଗ୍ରାହକଙ୍କ ପାଇଁ ଏହି ଫ୍ରିଡମ୍ ଅଫର୍ ଜାରି କରିଛି ବିଏସ୍ଏନ୍ଏଲ୍ । ଯେଉଁଥିରେ ଗ୍ରାହକମାନେ ମାତ୍ର ୧ ଟଙ୍କା ଖର୍ଚ୍ଚ କରି ୪ଜି ଡାଟା ପାଇବା ସହିତ, କଲିଂ ଆଉ ମେସେଜ୍ କରିବାର ମଧ୍ୟ ସୁବିଧା ପାଇବେ ।

recharge plan

recharge plan Photograph: (KANAK NEWS)

କନକ ବ୍ୟୁରୋ: ଆପଣ ଯଦି ମୋବାଇଲ୍ ରିଚାର୍ଜ ପାଇଁ ବେଷ୍ଟ ପ୍ଲାନ୍ ଖୋଜୁଛନ୍ତି ଆଉ କମ୍ ଦାମରେ ରିଚାର୍ଜ କରି ଭଲ ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି । ତେବେ ଆପଣଙ୍କ ପାଇଁ ଆସିଛି ଜବରଦସ୍ତ ପ୍ଲାନ୍ । ମାତ୍ର ୧ ଟଙ୍କା ଖର୍ଚ୍ଚ କରି ଆପଣ ପାଇପାରିବେ ୪ଜି ଡାଟା ଆଉ ୩୦ ଦିନ ପାଇଁ ଅନଲିମିଟେଡ୍ କଲ୍ । ଖାଲି ସେତିକି ନୁହେଁ, ସେହି ୧ ଟଙ୍କାରେ ଆପଣ ଶହେ ଏସ୍ଏମ୍ଏସ୍ କରିବାର ମଧ୍ୟ ସୁବିଧା ପାଇବେ ।

ସରକାରୀ ଟେଲିକମ୍ କମ୍ପାନି ବିଏସ୍ଏନ୍ଏଲ୍ ନିଜ ଗ୍ରାହକମାନଙ୍କ ପାଇଁ ଏଭଳି କିଛି ନୂଆ ଅଫର୍ ଆଣିଛି । ଆଗକୁ ସ୍ୱାଧୀନତା ଦିବସ ଆସୁଥିବାରୁ, ନିଜ ଗ୍ରାହକଙ୍କ ପାଇଁ ଏହି ଫ୍ରିଡମ୍ ଅଫର୍ ଜାରି କରିଛି ବିଏସ୍ଏନ୍ଏଲ୍ । ଯେଉଁଥିରେ ଗ୍ରାହକମାନେ ମାତ୍ର ୧ ଟଙ୍କା ଖର୍ଚ୍ଚ କରି ୪ଜି ଡାଟା ପାଇବା ସହିତ, କଲିଂ ଆଉ ମେସେଜ୍ କରିବାର ମଧ୍ୟ ସୁବିଧା ପାଇବେ ।

୧ ଟଙ୍କା ରିଚାର୍ଜ କରି ଗ୍ରାହକମାନେ ଏହି ପ୍ଲାନରେ ଦିନକୁ ୨ ଜିବି ହାଇସ୍ପିଡ୍ ଡାଟା ପାଇବେ । ଏହାସହ ଅନଲିମିଟେଡ୍ କଲ୍, ଦିନକୁ ଶହେ ମେସେଜ୍ ମଧ୍ୟ ପାଇବେ ବିଏସ୍ଏନ୍ଏଲ୍ ୟୁଜର୍ସ । ଏହି ଫ୍ରିଡମ ଅଫରରେ କମ୍ପାନି ଲୋକଙ୍କୁ ମାଗଣାରେ ୪ଜି ସିମ୍ ମଧ୍ୟ ବାଣ୍ଟୁଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କମ୍ପାନି ସୀମିତ ସମୟ ପାଇଁ ଏହି ଅଫର୍ ଜାରି କରିଛି ।

ବିଏସଏନଏଲର ଏହି ଅଫରର ୩୦ ଦିନର ଭାଲିଡିଟି ସହିତ ଆସୁଛି । ଯାହାକି ଅଗଷ୍ଟ ୧ରୁ ଅଗଷ୍ଟ ୩୧ ଭିତରେ ରହିବ । ଅଫର୍ ପାଇବା ପାଇଁ ଆପଣଙ୍କୁ ବିଏସ୍ଏନ୍ଏଲର କମନ୍ ସର୍ଭିସ୍ ସେଣ୍ଟର ଯିବାକୁ ପଡ଼ିବ । ଆଉ ସେଠାରେ ଫ୍ରିଡମ୍ ଅଫରରେ ସିମ୍ କାର୍ଡ ଆଣିବାକୁ ପଡ଼ିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe