ମାଲକାନଗିରିରେ କୁମ୍ବିଂ ବେଳେ ବିଏସଏଫ ଯବାନଙ୍କୁ ସଫଳତା । ଗାମ୍ଫାକୋଣ୍ଡା କେନାଲ ହୁଡାରୁ ଆଇଡି ଜବତ

Advertisment

୧୪୨ ବାଟାଲିୟନ ବଡିଗେଟା ବିଏସଏଫ୍ ଯବାନଙ୍କ କାର୍ୟ୍ୟାନୁଷ୍ଠାନ। ସେନାଙ୍କ ଉଦ୍ଦେଶ୍ୟରେ ଆଇଡି ବିଛାଇଥିଲେ ମାଓବାଦୀ। ହେଲେ ଏହାକୁ ବିସ୍ଫୋରଣ କରି ନଷ୍ଟ କରିଛନ୍ତି ବିଏସଏଫ୍ ଯବାନ।

୧୪୨ ବାଟାଲିୟନ ବଡିଗେଟା ବିଏସଏଫ୍ ଯବାନଙ୍କ କାର୍ୟ୍ୟାନୁଷ୍ଠାନ। ସେନାଙ୍କ ଉଦ୍ଦେଶ୍ୟରେ ଆଇଡି ବିଛାଇଥିଲେ ମାଓବାଦୀ। ହେଲେ ଏହାକୁ ବିସ୍ଫୋରଣ କରି ନଷ୍ଟ କରିଛନ୍ତି ବିଏସଏଫ୍ ଯବାନ।

cZc\^Z

କନକ ବ୍ୟୁରୋ :  ମାଲକାନଗିରିରେ କୁମ୍ବିଂ ବେଳେ ବିଏସଏଫ୍ ଯବାନଙ୍କୁ ବଡ ସଫଳତା। ଗାମ୍ଫାକୋଣ୍ଡା କେନାଲ ହୁଡା ରୁ ଆଇଡି ଜବତ। ଆଇଡିକୁ ବିସ୍ଫୋରଣ କରି ନଷ୍ଟ କଲେ ବିଏସ୍ଏଫ୍ ଯବାନ । ୧୪୨ ବାଟାଲିୟନ ବଡିଗେଟା ବିଏସଏଫ୍ ଯବାନଙ୍କ କାର୍ୟ୍ୟାନୁଷ୍ଠାନ। ସେନାଙ୍କ ଉଦ୍ଦେଶ୍ୟରେ ଆଇଡି ବିଛାଇଥିଲେ ମାଓବାଦୀ। ହେଲେ ଏହାକୁ ବିସ୍ଫୋରଣ କରି ନଷ୍ଟ କରିଛନ୍ତି ବିଏସଏଫ୍ ଯବାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe