କନକ ବ୍ୟୁରୋ : ସୁନ୍ଦରଗଡ଼ କିରେଇରେ ଯୁବକଙ୍କୁ ବୀଭତ୍ସ ହତ୍ୟା, ପଥରରେ ନିର୍ମମ ଭାବେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ । ଶନିବାର ରାତିରେ କିରେଇ ପଞ୍ଚାୟତ କାର୍ଯ୍ୟାଳୟ ନିକଟ ରାସ୍ତା କଡ଼ରେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ଯୁବକ ଜଣକ କିଏ, କିଏ ତାଙ୍କୁ ହତ୍ୟା କରିଛି ତାହାର କାରଣ ସ୍ପଷ୍ଟ ହୋଇନାହିଁ । ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟ ସ୍ଥାନରେ ହତ୍ୟା କରି ଏଠାରେ ମୃତ ଦେହକୁ ଫିଙ୍ଗି ଦେଇଥିବା ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି ।
ସୁନ୍ଦରଗଡ଼ କିରେଇରେ ଦାଦାକୁ ହତ୍ୟା କଲା ପୁତୁରା : ପଥରରେ ଛେଚି ହତ୍ୟା
ଶନିବାର ରାତିରେ କିରେଇ ପଞ୍ଚାୟତ କାର୍ଯ୍ୟାଳୟ ନିକଟ ରାସ୍ତା କଡ଼ରେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ଯୁବକ ଜଣକ କିଏ, କିଏ ତାଙ୍କୁ ହତ୍ୟା କରିଛି ତାହାର କାରଣ ସ୍ପଷ୍ଟ ହୋଇନାହିଁ ।
/kanak/media/media_files/2025/10/11/crime-2025-10-11-07-46-22.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)