ରାଉରକେଲାରେ ବୀଭତ୍ସ ହତ୍ୟାକାଣ୍ଡ : ଯୁବକଙ୍କ ତଣ୍ଟିକାଟି ଦେଲେ ଦୁବୃର୍ତ୍ତ

Advertisment

ରାଉରକେଲାରେ ଯୁବକଙ୍କୁ ତଣ୍ଟି କାଟି ହତ୍ୟା । ରଘୁନାଥପାଲି ଥାନା ଏସଟିଆଇ ଛକ ଓଭର ବ୍ରିଜ ନିକଟରେ  ସାମ୍ନାକୁ ଆସିଛି ଏଭଳି ବୀଭତ୍ସ ହତ୍ୟାକାଣ୍ଡର ଚିତ୍ର ।

ରାଉରକେଲାରେ ଯୁବକଙ୍କୁ ତଣ୍ଟି କାଟି ହତ୍ୟା । ରଘୁନାଥପାଲି ଥାନା ଏସଟିଆଇ ଛକ ଓଭର ବ୍ରିଜ ନିକଟରେ  ସାମ୍ନାକୁ ଆସିଛି ଏଭଳି ବୀଭତ୍ସ ହତ୍ୟାକାଣ୍ଡର ଚିତ୍ର ।

bus 900

Photograph: (kanaknews)

କନକବ୍ୟୁରୋ: ରାଉରକେଲାରେ ଯୁବକଙ୍କୁ ତଣ୍ଟି କାଟି ହତ୍ୟା । ରଘୁନାଥପାଲି ଥାନା ଏସଟିଆଇ ଛକ ଓଭର ବ୍ରିଜ ନିକଟରେ  ସାମ୍ନାକୁ ଆସିଛି ଏଭଳି ବୀଭତ୍ସ ହତ୍ୟାକାଣ୍ଡର ଚିତ୍ର । ମୃତ ଯୁବକ ଜଣକ ଗାଢାତୋଳା ଅଞ୍ଚଳର । ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଁଚି ତଦନ୍ତ କରୁଛି । କେଉଁ କାରଣରୁ ଓ କିଏ ଯୁବକଙ୍କୁ ହତ୍ୟା କରିଛି କାରଣ ଅସ୍ପଷ୍ଟ ରହିଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe