ଝାରସୁଗୁଡାରେ ଗୁଳିକାଣ୍ଡ ; ସମ୍ପର୍କୀୟ ଭାଇକୁ ଗୁଳି ମାରି ହତ୍ୟା କଲା ଭାଇ ।

ନଦୀକୁ ଫୋପାଡ଼ି ଦେଇଛି ମୃତଦେହ । ମୃତକ ଜଣକ ହେଉଛନ୍ତି ଏମ.ଡି ସାହାଜାହାନ । କୁକୁଡ଼ା ବ୍ୟବସାୟକୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

firing

କନକ ବ୍ୟୁରୋ: ନଦୀକୁ ଫୋପାଡ଼ି ଦେଇଛି ମୃତଦେହ । ମୃତକ ଜଣକ ହେଉଛନ୍ତି ଏମ.ଡି ସାହାଜାହାନ । କୁକୁଡ଼ା ବ୍ୟବସାୟକୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଆଉ ଏହାପରେ ହତ୍ୟାକାଣ୍ଡ ଘଟିଥିବା  ଝାରସୁଗୁଡ଼ା ଏସ ପି ସୂଚନା ଦେଇଛନ୍ତି । ଘଟଣା ସ୍ଥଳରେ ସଦର ପୋଲିସ ଓ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ କରିଥିବା ବେଳେ  ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe