କନକ ବ୍ୟୁରୋ: ନଦୀକୁ ଫୋପାଡ଼ି ଦେଇଛି ମୃତଦେହ । ମୃତକ ଜଣକ ହେଉଛନ୍ତି ଏମ.ଡି ସାହାଜାହାନ । କୁକୁଡ଼ା ବ୍ୟବସାୟକୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଆଉ ଏହାପରେ ହତ୍ୟାକାଣ୍ଡ ଘଟିଥିବା ଝାରସୁଗୁଡ଼ା ଏସ ପି ସୂଚନା ଦେଇଛନ୍ତି । ଘଟଣା ସ୍ଥଳରେ ସଦର ପୋଲିସ ଓ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ କରିଥିବା ବେଳେ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଝାରସୁଗୁଡାରେ ଗୁଳିକାଣ୍ଡ ; ସମ୍ପର୍କୀୟ ଭାଇକୁ ଗୁଳି ମାରି ହତ୍ୟା କଲା ଭାଇ ।
ନଦୀକୁ ଫୋପାଡ଼ି ଦେଇଛି ମୃତଦେହ । ମୃତକ ଜଣକ ହେଉଛନ୍ତି ଏମ.ଡି ସାହାଜାହାନ । କୁକୁଡ଼ା ବ୍ୟବସାୟକୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)