କନକ ବ୍ୟୁରୋ: ଭାଇର ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ନିଜେ ହତ୍ୟାର ଶିକାର ହେଲେ ଯୁବକ । ଏଭଳି ଏକ ହତ୍ୟାକାଣ୍ଡ ଘଟିଛି ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ନିୟମଗିରିରେ ଥିବା କୁଲେରିପେଟା ଗାଁରେ । ଗତ ୨୦୨୧ ମସିହାରେ ମୃତକଙ୍କ ଭାଇକୁ ନିଜ ଗାଁର ତିନିଜଣ ମିଶି ହତ୍ୟା କରିଥିବା ବେଳେ ହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ ଯୋଜନା କରିଥିଲେ ମୃତକ ଡ୍ରୁକୁ ଶିକ୍କା । ଗତ ବୁଧବାର ଦିନ ବୁଟୁକୁ ସିକକା ଓ ଲଖନ ସିକକାଙ୍କୁ ଗାଁ ନିକଟ ଜଙ୍ଗଲରେ ଦେଖିବା ପରେ ମୃତକ ଉକ୍ଷିପ୍ତ ହୋଇ ଟାଙ୍ଗିଆରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା । ଏହି ସମୟରେ ଉଭୟ ଅଭିଯୁକ୍ତ ମୃତକଙ୍କ ଠାରୁ ଟାଙ୍ଗିଆ ଛଡାଇନେଇ ସେହି ଟାଙ୍ଗିଆରେ ହତ୍ୟାକାଣ୍ଡ ଘଟାଇଥିଲେ ।
ଭାଇ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଜୀବନ ହରାଇଲା ଭାଇ ; ଯୁବକଙ୍କୁ ବିଭିତ୍ସ ହତ୍ୟା କଲେ ୩ ବ୍ୟକ୍ତି
ଭାଇର ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ନିଜେ ହତ୍ୟାର ଶିକାର ହେଲେ ଯୁବକ । ଏଭଳି ଏକ ହତ୍ୟାକାଣ୍ଡ ଘଟିଛି ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ନିୟମଗିରିରେ ଥିବା କୁଲେରିପେଟା ଗାଁରେ ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)