କନକ ବ୍ୟୁରୋ: ରାଜଧାନୀରେ ମର୍ସିଡିଜ୍ କାରରୁ ୧୦ ଲକ୍ଷ ଟଙ୍କା ମିଳିବା ଘଟଣାରେ ଜାରି ରହିଛି ସିବିଆଇର ଛାନଭିନ୍। ଆଜି ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଜିଏମ୍ ଭୂପେନ୍ଦ୍ର ସିଂଙ୍କୁ ସିବିଆଇ ମାରାଥନ୍ ଜେରା କରିଛି। ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ଚିଠି ଲେଖି ଅଡୁଆରେ ପଡିଥିଲେ ଭୂପେନ୍ଦ୍ର ସିଂ। ଆଉ ଏହି ଚିଠି ପଛର କାରଣ ଖୋଜୁଛି ସିବିଆଇ। ସେ କେବଳ ବିଷ୍ଣୁପଦ ସେଠୀଙ୍କୁ ନୁହେଁ, ଆଉ ୩ ଜଣ ବାବୁଙ୍କୁ ମଧ୍ୟ ଭେଟିଥିଲେ ବୋଲି କନକ ନ୍ୟୁଜରେ କହିଥିଲେ। ସେହି ୩ ଆଇଏଏସ୍ କେଉଁମାନେ, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।
ଭୁବନେଶ୍ବରରେ ମର୍ସିଡିଜ୍ କାରରୁ ୧୦ ଲକ୍ଷ ଟଙ୍କା ମିଳିବା ଘଟଣା । ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଜିଏମ୍ ଭୂପେନ୍ଦ୍ର ସିଂହଙ୍କୁ ସିବିଆଇର ଜେରା
ରାଜଧାନୀରେ ମର୍ସିଡିଜ୍ କାରରୁ ୧୦ ଲକ୍ଷ ଟଙ୍କା ମିଳିବା ଘଟଣାରେ ଜାରି ରହିଛି ସିବିଆଇର ଛାନଭିନ୍। ଆଜି ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଜିଏମ୍ ଭୂପେନ୍ଦ୍ର ସିଂଙ୍କୁ ସିବିଆଇ ମାରାଥନ୍ ଜେରା କରିଛି। ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ଚିଠି ଲେଖି ଅଡୁଆରେ ପଡିଥିଲେ ଭୂପେନ୍ଦ୍ର ସିଂ
/kanak/media/media_files/2024/12/17/wxP7XRBGn9zanzwUvIZX.jpg)