ବ୍ରହ୍ମପୁର ସହରର ସବୁ ସ୍ଥାନକୁ ମିଳୁନି  ମୋ ବସ୍ ସେବା । ମାତ୍ର ୪ଟି ରୁଟରେ ଗଡୁଛି ସିିଟି ବସ୍ । ଯାତ୍ରୀ ହନ୍ତସନ୍ତ

Advertisment

ନିର୍ବାଚନ ପୂର୍ବରୁ ବିଗତ ସରକାର ବ୍ରହ୍ମପୁର ସହରରେ ଆରମ୍ଭ କରିଥିଲେ ମୋ ବସ୍ ସେବା। ୪ଟି ରୁଟ୍ରେ ୧୯ଟି ମୋ ବସ୍ ଚଳାଚଳ କରୁଛି। ସେହିଭଳି ଛତ୍ରପୁର, ହିଞ୍ଜିଳି, ସୋନପୁର ଓ ଗୋପାଳପୁର ରାସ୍ତାରେ ୧୫ଟି ସିଟି ବସ ଗଡୁଛି। ଆହୁରି ଅଧିକ ବସର ଆବଶ୍ୟକତା ରହିଛି। ଅଧିକ ବସ୍ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି କ୍ରୁଟ୍ର ହ୍ରହ୍ମପୁର ଶାଖା ପରିଚାଳକ ।       

161

କନକ ବ୍ୟୁରୋ :  ବ୍ରହ୍ମପୁର ସହର। ଉତ୍ତମ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ ଏପରିକି ପଡୋଶୀ ରାଜ୍ୟରୁ ପ୍ରତିଦିନ ହଜାର ହଜାର ଲୋକ ଯିବା ଆସିବା କରନ୍ତି। ହେଲେ ସହର ଓ ଉପକଣ୍ଠର ସମସ୍ତ ରୁଟରେ ମିଳୁନି ମୋ ବସ ସେବା। ଗୋଷାଣୀନୂଆଗାଁ ଠାରୁ ଇଂଜିନିୟରିଂ ସ୍କୁଲ ଛକ ଓ ଲାଞ୍ଜିପଲ୍ଲୀ, ଆଙ୍କୁଲୀ ଓ ଶିଳ୍ପାଞ୍ଚଳ ଦେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଯିବାକୁ ମୋ ବସ୍ କି ସିଟି ବସର ବ୍ୟବସ୍ଥା ନାହିଁ। ଫଳରେ ଷ୍ଟେସନ୍ ଓ ବିଭିନ୍ନ ସ୍ଥାନକୁ ଯିବା ପାଇଁ ଅଟୋରିକ୍ସା ଉପରେ ନିର୍ଭର କରିବାକୁ ପଡୁଛି। 

 ନିର୍ବାଚନ ପୂର୍ବରୁ ବିଗତ ସରକାର ବ୍ରହ୍ମପୁର ସହରରେ ଆରମ୍ଭ କରିଥିଲେ ମୋ ବସ୍ ସେବା। ୪ଟି ରୁଟ୍ରେ ୧୯ଟି ମୋ ବସ୍ ଚଳାଚଳ କରୁଛି। ସେହିଭଳି ଛତ୍ରପୁର, ହିଞ୍ଜିଳି, ସୋନପୁର ଓ ଗୋପାଳପୁର ରାସ୍ତାରେ ୧୫ଟି ସିଟି ବସ ଗଡୁଛି। ଆହୁରି ଅଧିକ ବସର ଆବଶ୍ୟକତା ରହିଛି। ଅଧିକ ବସ୍ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି କ୍ରୁଟ୍ର ହ୍ରହ୍ମପୁର ଶାଖା ପରିଚାଳକ ।       
            
୪୨ ଓ୍ୱାର୍ଡ ବିଶିଷ୍ଟ ବ୍ରହ୍ମପୁର ମହାନଗର ନିଗମର ୪ଟି ୱାର୍ଡ ଅଛି ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ। ଏବେ ଗୋପାଳପୁର ବିଧାୟକ ପରିବହନ ମନ୍ତ୍ରୀ ଅଛନ୍ତି। ରାଜ୍ୟରେ ଡବଲ ଇଞ୍ଜିନ ସରକାର ଅଛି, ତେଣୁ ଆଗାମୀ ଦିନରେ ମୋ ବସ ସେବା ମିଳିବ ବୋଲି ଆଶା ରଖିଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe