Photograph: (KANAKNEWS)
କନକବ୍ୟୁରୋ : OYO ରୁମ୍ ଭିତରୁ ମିଳିଲା ପ୍ରେମିକର ଝୁଲନ୍ତା ମୃତଦେହ। ପ୍ରେମୀ ଯୁଗଳ ଗତକାଲି ଓୟେ ଯାଇଥିଲେ। ବିଳମ୍ବିତ ରାତିରେ ପୁଅ ଘରକୁ ଫୋନ୍ କରି ଅସୁସ୍ଥ ଥିବା ଜଣାଇଥିଲେ ଉପସ୍ଥିତ ପ୍ରେମିକା । ପରିବାର ଆସି ଦେଖିବା ବେଳକୁ ଝୁଲନ୍ତା ଅବସ୍ଥାରେ ଥିଲେ। ମୃତକ ବୁବୁନା ପ୍ରଧାନ। ଉଭୟ ବୁବୁନା ଓ ତାଙ୍କ ପ୍ରେମିକା ଛଅମାସ ଧରି ସାଙ୍ଗ ହୋଇ ରହୁଥିଲେ।ଏବେ କ୍ୟାପିଟାଲ ହସ୍ପିଟାଲ ଶବ ବ୍ୟବଚ୍ଛେଦ କୋଠରିରେ ମୃତଦେହ। ଏୟାରଫିଲ୍ଡ ଥାନା ପୁଲିସ୍ ଘଟଣାର ତଦନ୍ତ ଚଳାଇଛି।
Follow Us