କନକ ବ୍ୟୁରୋ : ଧମକ ଦେଉଛି ପିଶାଚ ପ୍ରେମିକ ! ଭିଡ଼ିଓ ଭାଇରଲ କରିବାକୁ କହି, ଯୁବତୀଙ୍କୁ ମାସ ମାସ ଧରି ଦେଇ ଚାଲିଛି ନିର୍ୟ୍ୟାତନା ଓ ସୋସିଆଲ ମିଡ଼ିଆରୁ ପ୍ରେମ ପରେ, ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଓ ଅଚେତ କରାଇ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ତିଆରି କରିଥିଲା ସୈତାନ ପ୍ରେମିକ ଓ ଭିଡ଼ିଓକୁ ଯୁବତୀଙ୍କ ବାପା ଓ ସମର୍କୀୟଙ୍କୁ ପଠାଇବା ସହ ମୋ କଥା ନ ମାନିଲେ ସୋସିଆଲ ମିଡ଼ିଆରେ ଭାଇରଲ କରିବାର ଧମକ ଦେଉଛି ଅଭିଯୁକ୍ତ ଓ ନ୍ୟାୟ ପାଇବାକୁ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି ପୀଡିତା
ଧମକ ଦେଉଛି ପିଶାଚ ପ୍ରେମିକ । ଭିଡିଓ ଭାଇରାଲ କରିବାକୁ କହି ମାସ ମାସ ହେବ ଦେଉଛି ନିର୍ଯ୍ୟାତନା. ପୋଲିସକୁ ସୁରକ୍ଷା ମାଗିଲେ ପ୍ରେମିକା
ସୋସିଆଲ ମିଡ଼ିଆରୁ ପ୍ରେମ ପରେ, ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଓ ଅଚେତ କରାଇ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ତିଆରି କରିଥିଲା ସୈତାନ ପ୍ରେମିକ ଓ ଭିଡ଼ିଓକୁ ଯୁବତୀଙ୍କ ବାପା ଓ ସମର୍କୀୟଙ୍କୁ
/kanak/media/media_files/wxmTFopIZSYNJjL4sgiV.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)