ଡେଲାଙ୍ଗ ହରିରାଜପୁରରେ ବୋମାମାଡ । ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ୩ ବୋମା, ୨ ଜଣଙ୍କୁ ଅଟକ ରଖିଛି ପୋଲିସ

Advertisment

ଏହାପରେ ଡେଲାଙ୍ଗ ପୋଲିସ, ହରିରାଜପୁର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ବୋମାମାଡ଼ ଘଟଣାରେ ୨ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ସର୍ବସାଧାରଣ ସ୍ଥାନରେ ବୋମାମାଡ଼ ହୋଇଛି କିନ୍ତୁ ସୌଭାଗ୍ୟବଶତଃ କେହି ଆହତ ହୋଇନାହାନ୍ତି। 

úþiþ\i

úþi\\ Photograph: (\þòþiòZò)

କନକ ବ୍ୟୁରୋ : ପୁରୀ ଜିଲ୍ଲା ଡେଲାଙ୍ଗ ହରିରାଜପୁରରେ ବୋମାମାଡ଼। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୩ଟି ବୋମା ଫୁଟିଛି। ଏହାପରେ ଡେଲାଙ୍ଗ ପୋଲିସ, ହରିରାଜପୁର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ବୋମାମାଡ଼ ଘଟଣାରେ ୨ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ସର୍ବସାଧାରଣ ସ୍ଥାନରେ ବୋମାମାଡ଼ ହୋଇଛି କିନ୍ତୁ ସୌଭାଗ୍ୟବଶତଃ କେହି ଆହତ ହୋଇନାହାନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe