ବାଙ୍କୀରେ ବୋମାମାଡ ; ଦାଦାବଟି ଦେବାକୁ ନେଇ ଠିକା ସଂସ୍ଥା ଉପରେ ବୋମାମାଡ

ବାଙ୍କୀର କଇଁମୁଣ୍ଡି ଛକରେ ବୋମାମାଡ଼ । ଦାଦାବଟି ନଦେବାରୁ ସେତୁ ନିର୍ମାଣ କରୁଥିବା ଠିକା ସଂସ୍ଥା ଉପରେ ବୋମାମାଡ଼ ହୋଇଥିବା ସୂଚନା ।

9bnk

କନକ ବ୍ୟୁରୋ : ବାଙ୍କୀର କଇଁମୁଣ୍ଡି ଛକରେ ବୋମାମାଡ଼ । ଦାଦାବଟି ନଦେବାରୁ ସେତୁ ନିର୍ମାଣ କରୁଥିବା ଠିକା ସଂସ୍ଥା ଉପରେ ବୋମାମାଡ଼ ହୋଇଥିବା ସୂଚନା ।୨ଟି ବୋମା ମାଡ଼ କରି ଘଟଣା ସ୍ଥଳରୁ ଦୁର୍ବୁତ୍ତ ଫେରାର । କଇଁମୁଣ୍ଡି ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe