ବୋମା ମାଡ଼ରେ ଘର ଛାରଖାର

Advertisment

ବୋମାମାଡ଼ର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଦୁର୍ବୃତ୍ତଙ୍କ ବୋମା ମାଡ଼ରେ ଘରଟି ଛାରଖାର୍‌ ହୋଇଯାଇଛି।

ବୋମାମାଡ଼ର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଦୁର୍ବୃତ୍ତଙ୍କ ବୋମା ମାଡ଼ରେ ଘରଟି ଛାରଖାର୍‌ ହୋଇଯାଇଛି।

bomb

bomb Photograph: (KanakNews)

ଗତକାଲି ବିଳମ୍ବିତ ରାତିରେ ଛତ୍ରପୁର ଥାନା ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମର ଜି. କାମରାଜୁ ରେଡ୍ଡିଙ୍କ ଘର ଉପରକୁ ବୋମା ମାଡ଼ ହୋଇଛି। ବୋମାମାଡ଼ର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଦୁର୍ବୃତ୍ତଙ୍କ ବୋମା ମାଡ଼ରେ ଘରଟି ଛାରଖାର୍‌ ହୋଇଯାଇଛି। ଦୁର୍ବୃତ୍ତମାନେ କାମରାଜୁଙ୍କ ଘର ପଛପଟୁ ବୋମାମାଡ଼ କରିଥିବା ବେଳେ ଘରର ବିଭିନ୍ନ ସାମଗ୍ରୀ ସମେତ କାନ୍ଥ ଫାଟିଯାଇଛି। ଖବର ପାଇ ଛତ୍ରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବୋମାମାଡ଼ରେ କାମରାଜୁଙ୍କ ପରିବାରର ତିନି ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe