କନକ ବ୍ୟୁରୋ : ସିସିଟିଭି ଦେଖିଲା ବୋମାମାଡ଼ ଲାଇଭ । ଭୁବନେଶ୍ବର ଶାମପୁରରେ ଥିବା ଏକ ସେଲ୍ଫ ଡ୍ରାଇଭ କାର ସୋରୁମ୍ ଉପରକୁ ଅତର୍କିତ ବୋମାମାଡ଼ । ଗୋଟିଏ ସ୍କର୍ପିଓରେ ଆସି ଦୁର୍ବୃତ୍ତ ବୋମା ମାଡ଼ କରିଛନ୍ତି । ଏହାର ସିସିଟିଭି ଭିଜୁଆଲ କଏଦ୍ ହୋଇଛି । ଗତ ରାତି ୧୦ଟା ୧୦ ମିନିଟରେ ଘଟିଛି ଏହି ଘଟଣା। ୧୦ରୁ ୧୨ ଜଣ ଯୁବକ ୫ଟି ବୋମା ଫିଙ୍ଗିଥିବା ଅଭିଯୋଗ ଆଣିଛନ୍ତି ସୋ ରୁମ ମାଲିକ । ଏଥିରେ ଏକାଧିକ ଗାଡ଼ି ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ପୁଲିସ ଛାନଭିନ୍ ଚଳାଇଛି ।
ଭୁବନେଶ୍ୱର ଶାମପୁରରେ ବୋମାମାଡ଼, କାର ସୋରୁମ୍ ଉପରକୁ ୫ ଟି ବୋମା ଫିଙ୍ଗିଲେ ୧୦-୧୨ ଦୁର୍ବୃତ୍ତ
ଏହାର ସିସିଟିଭି ଭିଜୁଆଲ କଏଦ୍ ହୋଇଛି । ଗତ ରାତି ୧୦ଟା ୧୦ ମିନିଟରେ ଘଟିଛି ଏହି ଘଟଣା। ୧୦ରୁ ୧୨ ଜଣ ଯୁବକ ୫ଟି ବୋମା ଫିଙ୍ଗିଥିବା ଅଭିଯୋଗ ଆଣିଛନ୍ତି ସୋ ରୁମ ମାଲିକ ।
/kanak/media/media_files/2025/06/19/dsffsdffsdfd-2025-06-19-13-46-28.jpg)