ନ୍ୟୁଜ୍ ରାଜ୍ୟ ମିିଳିଲା ମହାନଦୀରେ ନିଖୋଜ ୨ ନାବାଳକଙ୍କ ମୃତଦେହ ;ସମଲେଶ୍ୱରୀ ଘାଟରୁ ଉଦ୍ଧାର Advertisment ମିଳିଲା ମହାନଦୀରେ ଭାସିଯାଇ ନିଖୋଜ ଦୁଇ ନାବାଳକଙ୍କ ମୃତଦେହ । ସମଲେଶ୍ୱରୀ ଘାଟିରୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଗଧୋଇବାକୁ ଯାଇ ଗତକାଲି ଭାସିଯାଇଥିଲେ ଦୁଇ ଜଣ । October 12, 2024, 12:09 PM IST ମିଳିଲା ମହାନଦୀରେ ଭାସିଯାଇ ନିଖୋଜ ଦୁଇ ନାବାଳକଙ୍କ ମୃତଦେହ । ସମଲେଶ୍ୱରୀ ଘାଟିରୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଗଧୋଇବାକୁ ଯାଇ ଗତକାଲି ଭାସିଯାଇଥିଲେ ଦୁଇ ଜଣ । 12 Oct 2024 12:09 IST Anupama Rout Follow Us