ସମୁଦ୍ରରେ ଓଲଟିଲା ଡଙ୍ଗା; ବୁଡିଗଲେ ୭ ମତ୍ସ୍ୟଜୀବୀ, ୬ ସୁରକ୍ଷିତ ଉଦ୍ଧାର

Advertisment

ନିଖୋଜ ମତ୍ସ୍ୟଜୀବୀ ହେଲେ ଏଙ୍ଗ. କାଳେୟା । ନିଖୋଜ ମତ୍ସ୍ୟଜୀବୀଙ୍କୁ ଖୋଜାଖୋଜି କରୁଛନ୍ତି ସ୍ଥାନୀୟ ମତ୍ସ୍ୟଜୀବୀ ମାନେ । ଏପର୍ଯ୍ୟନ୍ତ ଉଦ୍ଧାରକାରୀ ଟିମ ପହଞ୍ଚିପାରିନି ।

ନିଖୋଜ ମତ୍ସ୍ୟଜୀବୀ ହେଲେ ଏଙ୍ଗ. କାଳେୟା । ନିଖୋଜ ମତ୍ସ୍ୟଜୀବୀଙ୍କୁ ଖୋଜାଖୋଜି କରୁଛନ୍ତି ସ୍ଥାନୀୟ ମତ୍ସ୍ୟଜୀବୀ ମାନେ । ଏପର୍ଯ୍ୟନ୍ତ ଉଦ୍ଧାରକାରୀ ଟିମ ପହଞ୍ଚିପାରିନି ।

Boat Capsizes

Photograph: (Kanak News)

କନକ ବ୍ୟୁରୋ : ଗଞ୍ଜାମ ପୋଡମପେଟା ସମୁଦ୍ରରେ ଓଲଟିଲା ଡ଼ଙ୍ଗା । ଡ଼ଙ୍ଗାରେ ଥିବା ୭ ମତ୍ସ୍ୟଜୀବୀ ସମୁଦ୍ରରେ ପଡ଼ିଯାଇଥିଲେ । ୭ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୬ ଜଣ ପହଁରି କୂଳକୁ ଆସିଥିବା ବେଳେ ଜଣେ ନିଖୋଜ ଅଛନ୍ତି । ନିଖୋଜ ମତ୍ସ୍ୟଜୀବୀ ହେଲେ ଏଙ୍ଗ. କାଳେୟା । ନିଖୋଜ ମତ୍ସ୍ୟଜୀବୀଙ୍କୁ ଖୋଜାଖୋଜି କରୁଛନ୍ତି ସ୍ଥାନୀୟ ମତ୍ସ୍ୟଜୀବୀ ମାନେ । ଏପର୍ଯ୍ୟନ୍ତ ଉଦ୍ଧାରକାରୀ ଟିମ ପହଞ୍ଚିପାରିନି । ଆଜି ଭୋରରୁ ମାଛ ମାରିବା ପାଇଁ ୭ ଜଣ ମତ୍ସ୍ୟଜୀବୀ‌ ଡ଼ଙ୍ଗାରେ ସମୁଦ୍ରକୁ ଯାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe