କନକ ବ୍ୟୁରୋ : ଗଞ୍ଜାମ ପୋଡମପେଟା ସମୁଦ୍ରରେ ଓଲଟିଲା ଡ଼ଙ୍ଗା । ଡ଼ଙ୍ଗାରେ ଥିବା ୭ ମତ୍ସ୍ୟଜୀବୀ ସମୁଦ୍ରରେ ପଡ଼ିଯାଇଥିଲେ । ୭ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୬ ଜଣ ପହଁରି କୂଳକୁ ଆସିଥିବା ବେଳେ ଜଣେ ନିଖୋଜ ଅଛନ୍ତି । ନିଖୋଜ ମତ୍ସ୍ୟଜୀବୀ ହେଲେ ଏଙ୍ଗ. କାଳେୟା । ନିଖୋଜ ମତ୍ସ୍ୟଜୀବୀଙ୍କୁ ଖୋଜାଖୋଜି କରୁଛନ୍ତି ସ୍ଥାନୀୟ ମତ୍ସ୍ୟଜୀବୀ ମାନେ । ଏପର୍ଯ୍ୟନ୍ତ ଉଦ୍ଧାରକାରୀ ଟିମ ପହଞ୍ଚିପାରିନି । ଆଜି ଭୋରରୁ ମାଛ ମାରିବା ପାଇଁ ୭ ଜଣ ମତ୍ସ୍ୟଜୀବୀ ଡ଼ଙ୍ଗାରେ ସମୁଦ୍ରକୁ ଯାଇଥିଲେ ।
ସମୁଦ୍ରରେ ଓଲଟିଲା ଡଙ୍ଗା; ବୁଡିଗଲେ ୭ ମତ୍ସ୍ୟଜୀବୀ, ୬ ସୁରକ୍ଷିତ ଉଦ୍ଧାର
ନିଖୋଜ ମତ୍ସ୍ୟଜୀବୀ ହେଲେ ଏଙ୍ଗ. କାଳେୟା । ନିଖୋଜ ମତ୍ସ୍ୟଜୀବୀଙ୍କୁ ଖୋଜାଖୋଜି କରୁଛନ୍ତି ସ୍ଥାନୀୟ ମତ୍ସ୍ୟଜୀବୀ ମାନେ । ଏପର୍ଯ୍ୟନ୍ତ ଉଦ୍ଧାରକାରୀ ଟିମ ପହଞ୍ଚିପାରିନି ।
/kanak/media/media_files/2025/08/28/boat-capsizes-2025-08-28-12-43-55.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)