ବିଏମସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣା, ଜାମିନ ଆବେଦନ କଲେ ଗିରଫ ବିଜେପି ନେତା ଜଗନ୍ନାଥ ପ୍ରଧାନ

ଗତ ରାତିରେ ଗିରଫ ପରେ ୧୪ ଦିନ ପାଇଁ ଜେଲ ଯାଇଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ବିଏମସି ଅତିରିକ୍ତ କମିସନରଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼ ଘଟଣାରେ ୬ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଆଜି ସମସ୍ତ ଅଭିଯୁକ୍ତ ଜାମିନ୍ ପାଇଁ ଆବେଦନ କରିଛନ୍ତି ।

fvfdkjfdkljkld

କନକ ବ୍ୟୁରୋ : ବିଏମସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ଜାମିନ୍ ପାଇଁ ଆବେଦନ କରିଛନ୍ତି ଜଗନ୍ନାଥ ପ୍ରଧାନ। ତାଙ୍କ ସହ ଅନ୍ୟ ୫ ଜଣ ଅଭିଯୁକ୍ତ ବି ଜାମିନ୍ ପାଇଁ ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ ନିକଟରେ ଆବେଦନ କରିଛନ୍ତି । ଗତ ରାତିରେ ଗିରଫ ପରେ ୧୪ ଦିନ ପାଇଁ ଜେଲ ଯାଇଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ବିଏମସି ଅତିରିକ୍ତ କମିସନରଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼ ଘଟଣାରେ ୬ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଆଜି ସମସ୍ତ ଅଭିଯୁକ୍ତ ଜାମିନ୍ ପାଇଁ ଆବେଦନ କରିଛନ୍ତି ।

ବିଏମସିର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ ଗତକାଲି ରାତିରେ ପୁଲିସ ଏକ ନାଟକୀୟ ଢଙ୍ଗରେ ଗିରଫ କରିଥିଲା । ପ୍ରଥମେ ବିଜେପି ନେତା ଜଗନ୍ନାଥ ପ୍ରଧାନ ତାଙ୍କ ସାଥୀ ସମର୍ଥକଙ୍କ ସହ ଡିସିପି କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିବା ପରେ ପୁଲିସ ତାଙ୍କୁ ଗିରଫ କରି ଝାରପଡା ଜେଲ ପଠାଇ ଦେଇଛି । ସେଠାରେ ସେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe