ରାତିରେ ରାଜଧାନୀରେ କଡା ଚେକିଂ ; ମଦ ପିଇ ଗାଡି ଚଳାଉଥିବା ଚାଳକଙ୍କ ଉପରେ କଡା ନଜର

Advertisment

ରାତିରେ ରାଜଧାନୀରେ କମିଶନରେଟ ପୋଲିସ ପକ୍ଷରୁ ବ୍ଲକିଂ ଚେକିଂ । ମଦ ପିଇ ଗାଡି ଚଳାଉଥିବା ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ରାତି ୧୧ରୁ ଭୋ୪ ଯାଏଁ ସହରର ଗଳିକନ୍ଦି, ମୁଖ୍ୟରାସ୍ତା ସବୁଠି କଡାକଡି ଯାଞ୍ଚ ରାତିରେ ରାଜଧାନୀରେ ଚେକିଂ

ରାତିରେ ରାଜଧାନୀରେ କମିଶନରେଟ ପୋଲିସ ପକ୍ଷରୁ ବ୍ଲକିଂ ଚେକିଂ । ମଦ ପିଇ ଗାଡି ଚଳାଉଥିବା ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ରାତି ୧୧ରୁ ଭୋ୪ ଯାଏଁ ସହରର ଗଳିକନ୍ଦି, ମୁଖ୍ୟରାସ୍ତା ସବୁଠି କଡାକଡି ଯାଞ୍ଚ ରାତିରେ ରାଜଧାନୀରେ ଚେକିଂ

NIGHT CHECKING

କନକ ବ୍ୟୁରୋ: ରାତିରେ ରାଜଧାନୀରେ କମିଶନରେଟ ପୋଲିସ ପକ୍ଷରୁ ବ୍ଲକିଂ ଚେକିଂକୁ କଡାକଡି କରାଯାଇଛି। ଯେଉଁମାନେ ମଦ୍ୟପାନ କରି ଗାଡ଼ି ଚଳାଉଛନ୍ତି ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। 

ବିଶେଷ କରି ଶନିବାର ଏବଂ ରବିବାରରେ ଏହି ଚେକିଂକୁ ଅଧିକ କଡାକଡି କରାଯାଇଛି । ଖୋଦ୍ ସିପି ନିଜେ ରହି ରାତିରେ ବ୍ଲକିଂ ଚେକିଂକୁ ଅଧିକ କଡାକଡି କରିଛନ୍ତି। ସହରର ଗଳିକନ୍ଦିଠାରୁ ଆରମ୍ଭ କରି ମୁଖ୍ୟରାସ୍ତା ପର୍ୟ୍ୟନ୍ତ ସବୁଠି ଜଗିବସିଛି କମିସନରେଟ୍ ପୁଲିସ। ରାଜଧାନୀର ପ୍ରମୁଖ୍ୟ ଛକ କଳ୍ପନା ଛକ, ଏଜି ଛକ,ଓମଫେଡ୍ ଛକ, ମାଷ୍ଟର କ୍ୟାଣ୍ଟିନ ଆଦି ଛକ ଗୁଡ଼ିକରେ ରାତି୧୧ ଟା ରୁ ଭୋର ୪ ଟା ପର୍ଯ୍ୟନ୍ତ ଚେକିଂ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe